ରକ୍ତଦାନ ଶିବିର ଅନୁଷ୍ଠିତ

August 19, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ରକ୍ତଦାନ ଶିବିର ଅନୁଷ୍ଠିତ
Gouri Shankar Mishra
[ Video Journalist ]
Bhagyaprabha News Bureau
August 19, 2021

ରକ୍ତର ଅଭାବ ପୂରଣ କରିବା ପାଇଁ ବ୍ରହ୍ମପୁରର ଅଗ୍ରଣୀ ସେବା ସଂଗଠନ କାହ୍ନା ଚାରିଟେବଲ ଟ୍ରଷ୍ଟ ,ସମ୍ବାଦ ଆମ ଓଡ଼ିଶା , ମା ଦଣ୍ଡ କାଳୀ ବ୍ୟବସାୟ ସଂଘର ମିଳିତ ଅନୁକୂଲ୍ୟରେ ଗିରି ରୋଡ଼ ସ୍ଥିତ ଜୁମ୍ବା ଫିଟନେସ ସେଣ୍ଟର ଠାରେ ରକ୍ତଦାନ ଶିବିର କରାଯାଇଛି l ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ଉକ୍ତ ଶିବିରର ଉଦ୍ଘାଟନ କରିଥିଲେ । ଏଥିରେ 49 ଜଣ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି । କାହ୍ନା ଚାରିଟେବଲର ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଶିବିରରେ ପାର୍ଥ ପାଢ଼ୀ, ମୃତ୍ୟୁଞ୍ଜୟ ମହାନ୍ତି, ନିଭାସ୍ମିତା ପ୍ରଧାନ, ସଂଯୁକ୍ତା ଶାସମଲ, ଦିଲୀପ ମହାପାତ୍ର, ଡାକ୍ତର ସୁଜିତ ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ରକ୍ତଦାନ କରିଥିଲେ । ଏଥିରେ ରବୀନ୍ଦ୍ର ନାଥ ମିଶ୍ର, ବି. ସତୀଶ କୁମାର,ବିଶ୍ୱନାଥ ପାତ୍ର, ସୌମ୍ୟକାନ୍ତ ମହାପାତ୍ର, ସସ୍ମିତା ସାହୁ,ବିଷ୍ଣୁ ପ୍ରିୟା ପାଢ଼ୀ, ଅଶୋକ ପାଣିଗ୍ରାହୀ, କଳ୍ପନା ନାୟକ,ତମନା ନାୟକ ,ଦୟାରାମ ଯାନୀ ଏବଂ ବହୁ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

Read More...

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ

ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: