କାବୁଲ ଏୟାରପୋର୍ଟ ରାସ୍ତାକୁ ସିଲ କଲା ତାଲିବାନ

August 25, 2021, ଦେଶଦୁନିଆ, , BHAGYAPRABHA NEWS
କାବୁଲ ଏୟାରପୋର୍ଟ ରାସ୍ତାକୁ ସିଲ କଲା ତାଲିବାନ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 25, 2021

ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡି ବିଦେଶ ଚାଲିଯିବା ପାଇଁ ବିମାନବନ୍ଦର ମୁହାଁ ହେଉଥିବା ବେଳେ କଡା ଆଭିମୁଖ୍ୟ ଦେଖାଇଛି ତାଲିବାନ । କାବୁଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଛି ଏହି ମୌଳବାଦୀ ସଂଗଠନ । କେବଳ ବିଦେଶୀ ନାଗରିକ ବିମାନବନ୍ଦରକୁ ଯାଇପାରିବେ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ।କୌଣସି ଆଫଗାନୀ ନାଗରିକ କାବୁଲ ବିମାନବନ୍ଦରକୁ ଯାଇପାରିବେ ନାହିଁ । ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକ ଭିଡ ହେଉଥିବାରୁ ଦଳା ଚକଟା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ତାଲିବାନର ଏଭଳି ପଦକ୍ଷେପ ବିଦେଶକୁ ଚାଲିଯିବା ପାଇଁ ଅପେକ୍ଷା କରିଥିବା ହଜାର ହଜାର ଲୋକଙ୍କୁ ହତାଶ କରିଛି । ଆଉ ଭୟ ଭିତରକୁ ପୁଣି ଥରେ ଠେଲି ହୋଇଯାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

Read More...

ଆଜିଠାରୁ ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ

ଆଜିଠାରୁ ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: