କ୍ଷୁଦ୍ର ଚଳଚ୍ଚିତ୍ର ରାଉଡ଼ି ଲଭର୍‌ର ସୁଟିଂ ଆରମ୍ଭ

August 31, 2021, ମନୋରଞ୍ଜନ, ଗଞ୍ଜାମ, Gouri Shankar Mishra
 କ୍ଷୁଦ୍ର ଚଳଚ୍ଚିତ୍ର ରାଉଡ଼ି ଲଭର୍‌ର ସୁଟିଂ ଆରମ୍ଭ
Gouri Shankar Mishra
[ Video Journalist ]
Bhagyaprabha News Bureau
August 31, 2021

ପିପି ପ୍ରଡକ୍ସନ ତରଫରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ରାଉଡ଼ି ଲଭର୍ ନିର୍ମାଣ ପାଇଁ ଆଜି ହିଲପାଟଣାସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ପୂଜା କାର୍ଯ୍ୟକ୍ରମ ସହ ସୁଟିଂ ଆରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ତଥା କଳାକାଲ ସୁଦୀପ କୁମାର ସାହୁ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥୀ ଭାବେ ଓଲିଉଡର ନିର୍ଦ୍ଦେଶକ କ୍ରିଷ୍ଣୁ ପ୍ରସାଦ ଯୋଗ ଦେଇଥିଲେ । ଏହି ଚଳଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବେ ରାମେଶ୍ବରୀ ନନ୍ଦ ଓ ପ୍ରତାପ ରହିଥିବାବେଳେ ସହ କଳାକାର ଭାବେ ରଶ୍ମିତା ଦଳେଇ , ବନିତା ବେହେରା , ପ୍ରତୀକ , ପ୍ରବୀନ୍ , ଶ୍ରୀକାନ୍ତି , ଆନନ୍ଦ ପ୍ରମୁଖ ରହିଛନ୍ତି । ପ୍ରଯୋଜକ ଓ ନିର୍ଦ୍ଦେଶକଭାବେ ଏମ୍ , ପ୍ରଶାନ୍ତ ପାତ୍ର ରହିଥିବାବେଳେ କ୍ୟାମେରାରେ କୃଷ୍ଣ ଚନ୍ଦ୍ର ନାୟକ ସହଯୋଗ କରିଛନ୍ତି । ଆଜିକାଲୀ ବିଭିନ୍ନ ସମୟରେ ପ୍ରେମ ପ୍ରତାରଣା ଯୋଗୁଁ ଏସିଡ ମାଡ଼ ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ଏହାର ସଚେତନତା ପାଇଁ ଏହି ଚଳଚିତ୍ର ନିର୍ମାଣ କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୨୩ ନମ୍ବର ୱାର୍ଡରେ ବିଜେଡିର ୱାର୍ଡ କମିଟି ଗଠନ

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୨୩ ନମ୍ବର ୱାର୍ଡରେ ବିଜେଡିର ୱାର୍ଡ କମିଟି ଗଠନ

Read More...

ମୁଖ୍ୟ କିରାଣୀଙ୍କ ବଦଳି ବାତିଲ ନେଇ ଦୁଇ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ : ବିଇଓଙ୍କୁ ଦାବିପତ୍ର ପ୍ରଦାନ

ମୁଖ୍ୟ କିରାଣୀଙ୍କ ବଦଳି ବାତିଲ ନେଇ ଦୁଇ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ : ବିଇଓଙ୍କୁ ଦାବିପତ୍ର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: