ବୃନ୍ଦାବନ ଚନ୍ଦ୍ର ଯୁବକ ସଂଗଠନ ପକ୍ଷରୁ ଗୋଲଣ୍ଡାରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

September 05, 2021, ଓଡ଼ିଶା, ଗଞ୍ଜାମ, Kiran Behera
ବୃନ୍ଦାବନ ଚନ୍ଦ୍ର ଯୁବକ ସଂଗଠନ ପକ୍ଷରୁ ଗୋଲଣ୍ଡାରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
September 05, 2021


ପବିତ୍ର ଗୁରୁୁୁଦିବସ ପାଳନ ଅବସରରେ ରବିବାର ଦିନ ବୃନ୍ଦାବନ ଚନ୍ଦ୍ର ଯୁବକ ସଂଗଠନ ପକ୍ଷରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ପଞ୍ଚାୟତ ଅନ୍ତର୍ଗତ ଗୋଲଣ୍ଡା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଦିଗପହଣ୍ଡି ବିଜେଡ଼ି ଯୁବ ସଭାପତି ଚିତ୍ରସେନ ଗୌଡ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦିବସରେ ଖମ୍ବାରି ଗାଁ ସରସ୍ଵତୀ ଶିଶୁ ମନ୍ଦିର ଆଚାର୍ଯ୍ୟ ପବିତ୍ର ପାଣିଗ୍ରାହୀ , ବୟୋଜ୍ୟେଷ୍ଠ ତଥା ବରିଷ୍ଠ ନାଗରିକ ଭୈରବ ଚନ୍ଦ୍ର କର , ତ୍ରିନାଥ ସାହୁ , ରଘୁନାଥ ଗୌଡ଼ , ଦଣ୍ଡପାଣି ଗୌଡ , ସୀମାଞ୍ଚଳ ସାହୁ , ଲଚ୍ଛମନ ବାଡତ୍ୟା , ସାରଥୀ ସାହୁ , ଗୋପାଳ ଗୌଡ ଓ ପୀତବାସ ଗୌଡ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ଅତିଥିମାନଙ୍କ ଉପସ୍ଥିତିରେ ସଂଗଠନ ପକ୍ଷରୁ ସର୍ବପଲ୍ଲୀ ଡଃ . ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପାଳନ କରାଯାଇଥିବା ବେଳେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନ ସଦସ୍ୟ ଜିତୁ ପାଣିଗ୍ରାହୀ , ମିଲନ ପାଣିଗ୍ରାହୀ , ବାପିନି ପ୍ରଧାାନ , ସନନ୍ତାନ ବାଡତ୍ୟା , କଳାକୃଷ୍ଣ କର , କେଦାର ପାଣିଗ୍ରାହୀ , ଶରତ ଶବର , ବୁନା ପାଣିଗ୍ରାହୀ , ଅଶ୍ଵିନୀ ପ୍ରଧାନ , ବାଙ୍କନିଧି ସାହୁ , କିରଣ ଗୌଡ , ସୂର୍ଯ୍ୟ ଆଚାରୀ , ମଣ୍ଟୁ ଗୌଡ , ଟୁଟୁ ନାଇକ , ଭଗବାନ ପ୍ରଧାନ , ମଙ୍ଗଳା ପ୍ରଧାାନ , ସାର୍ଥକ କର , ଶିବ ସେଠୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାସ୍ତରୀୟ ବିଏଫଟି ସଂଘର ସାଧାରଣ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ବିଏଫଟି ସଂଘର ସାଧାରଣ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ଝରିପଦର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଝରିପଦର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: