ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ଗଣେଷ ପୁଜା ପାଳିତ

September 10, 2021, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ଗଣେଷ ପୁଜା ପାଳିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
September 10, 2021

ବ୍ରହ୍ମପୁରରସ୍ଥିତ ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ଗଣେଷ ପୁଜା ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ କୋଭିଡ ଗାଇଡଲାଇନକୁ ପାଳନ କରାଯାଇ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଜାନନଙ୍କ ପୁଜା ପାଳିତ ହୋଇଛି । ରଙ୍ଗ ବେରଙ୍ଗର ଆଲୋକମାଳା ସହ ଗୁମ୍ଫା ଡିଜାଇନରେ ମେଢକୁ ସଜାଇଛନ୍ତି ଶିକ୍ଷାନୁଷ୍ଠାନର ଟିମ ୭- ଟାଇଗରସ୍‌ । ତେବେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ନିରଡାମ୍ୱର ଭାବରେ କେବଳ ନୀତିକାନ୍ତିରେ ପୁଜାର୍ଚ୍ଚନା ସହ ବେଦପାଠ କରାଯାଇଥିଲା । ଏହି ଅବସରରେ ଟିଏନଟି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ ଦ୍ୱିବେଦୀ , ତୁଳସା ଦ୍ୱିବେଦୀ , ସୌରଭ ସାବତ , ଟି. ଶିବାଙ୍ଗୀ , ସୁଶାନ୍ତ ମହାରଣାଙ୍କ ସମେତ ସମସ୍ତ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇନରୱିଲ କ୍ଲବ୍ ପକ୍ଷରୁ ସ୍ବାଗତ ସମ୍ୱର୍ଦ୍ଧନା ଉତ୍ସବ  ଅନୁଷ୍ଠିତ

ଇନରୱିଲ କ୍ଲବ୍ ପକ୍ଷରୁ ସ୍ବାଗତ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Read More...

ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି

ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: