ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ

September 27, 2021, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 27, 2021

ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୁର୍ବତନ ସାଂସଦ ସ୍ୱର୍ଗତଃ ପଦ୍ମଶ୍ରୀ ମୋହନ ନାୟକଙ୍କର ୩୮ତମ ଶ୍ରାଦ୍ଧଦିବସ ବ୍ରହ୍ମପୁରସ୍ଥିତ ସବ୍‌ରେଜିଷ୍ଟର ଅଫିସ ଛକଠାରେ ପାଳିତ ହୋଇଯାଇଛି । ସ୍ୱର୍ଗୀୟ ମୋହନ ନାୟକଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ଧାନମେରା ସାହି ନିକଟସ୍ଥ ଗାନ୍ଧୀ ମଣ୍ଡପଠାରେ ମୋହନ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନବୀତ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ରବିରଥ , ମୋହନ ନାୟକ , ଦଳିତ ନିଷ୍ପେସିତ ଜନତାର ପ୍ରାଣକର୍ତ୍ତା ଏବଂ ଜଣେ ତ୍ୟାଗୀ ପୁରୁଷ ଥିଲେ ଓ ଆଦର୍ଶରେ ଯୁବ ପିଢୀଙ୍କୁ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୀଲ ନାୟକ , ବାନାମ୍ୱର ନାୟକ , ରାଜେଶ ନାୟକ , ପ୍ରଭାକର ନାୟକ , ଜନାର୍ଦ୍ଦନ ଘଡେଇ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମୋହନ ନାୟକଙ୍କର ସ୍ମୃତିଚାରଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିପିଲିରେ ସରିଲା ପ୍ରଚାର, ୩୦ରେ ଉପନିର୍ବାଚନ

ପିପିଲିରେ ସରିଲା ପ୍ରଚାର, ୩୦ରେ ଉପନିର୍ବାଚନ

Read More...

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: