ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

October 09, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
 ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ
Gouri Shankar Mishra
[ Video Journalist ]
Bhagyaprabha News Bureau
October 09, 2021

ସ୍ଥାନୀୟ ଗୋସାଣିନୂଆଗାଁ ସ୍ଥିତ ପାଣିଗ୍ରାହୀ ସାହି ଠାରେ ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ପ୍ରାୟ 80ଗୋଟି ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ପ୍ରଦୀପପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଫାଉଣ୍ଡେସନର ଯୁବପିଢ଼ି ଙ୍କୁ ଉତ୍ସାହିତ କରିଥିଲେ, ପରେ ପରେ ବିଧାୟକ ଶ୍ରୀ ବାହିନୀପତି ଦ୍ୱାରା 80ଟି ପରିବାର ଙ୍କୁ ଚାଉଳ, ଡାଲି ସୁଜି, ଚିନି, ଅଟା, ଖାଇବା ତେଲ ଆଦି ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ,ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା ଦେବାଶିଷ ଜେନା, କୋଷାଧ୍ୟକ୍ଷ ରାଜକିରଣ ପାଣିଗ୍ରାହୀ,ସଭାପତି ସ୍ୱାଧୀନ ନାୟକ, ଉପସଭାପତି ଶ୍ରୀତମ କୁମାର ସାହୁ, ସୋମ ସାମନ୍ତ ସିଂହାର, ସୁଭ୍ରାଂଶୁ ସ୍ୱାଇଁ, ରାକେଶ ବେହେରା, ଶ୍ରୁତି ଏବଂ କଂଗ୍ରେସ ନେତା ସୁଜୟ ଆଚାର୍ଯ୍ୟ ଙ୍କ ସମେତ ଫାଉଣ୍ଡେସନ ର ସମସ୍ତ କର୍ମକର୍ତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ !!




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ

ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ

Read More...

ବାଚସ୍ପତିଙ୍କ ଦ୍ୱାରା ତିନୋଟି ପଞ୍ଚାୟତର ୨୦ ଗୋଟି ପ୍ରକଳ୍ପ ଉଦଘାଟିତ

ବାଚସ୍ପତିଙ୍କ ଦ୍ୱାରା ତିନୋଟି ପଞ୍ଚାୟତର ୨୦ ଗୋଟି ପ୍ରକଳ୍ପ ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: