ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ !

March 25, 2019, ଶିକ୍ଷା, , Bhagyaprabha News Bureau
ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ !
Bhagyaprabha News Bureau
March 25, 2019

ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ । ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଖାତା ଦେଖା ଚାଲିବ। ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ଦିନ ମଧ୍ୟରେ ସମାପ୍ତ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ହୋଇଛି। ଗତବର୍ଷ ଭଳି ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଂ ହେବ। ତେବେ ମାଟ୍ରିକ୍ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ୧୬ହଜାର ୩୦ଜଣ ପରୀକ୍ଷକ ନିୟୋଜିତ ହୋଇଥିବା ବେଳେ ଏଥିରେ ୭୬୧ଜଣ ମୁଖ୍ୟ ପରୀକ୍ଷକ, ୧୪୮୨ଜଣ ଉପମୁଖ୍ୟ ପରୀକ୍ଷ ସେହିପରି ମଧ୍ୟମା ଖାତା ମୂଲ୍ୟାୟନ ପାଇଁ ୧୭୬ଜଣ ପରୀକ୍ଷକଙ୍କୁ ବୋର୍ଡ ନିଯୁକ୍ତି ଦେଇଛି। ଅଧିକାଂଶ ପରୀକ୍ଷକ ଆଜି ସକାଳ ୧୦ରୁ ୨ଟା ମଧ୍ୟରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଇଥିବା ବେଳେ ଅପରାହ୍‌ଣ ୩ଟାରେ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷଙ୍କ! ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଛି। କ, ୧୨ହଜାର ୨୬୫ଜଣ ସହକାରୀ ପରୀକ୍ଷକ ଓ ୧୫୨୨ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରଗଡ଼ରେ ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିବେ ସୁରେଶ ପୂଝରୀ

ବରଗଡ଼ରେ ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିବେ ସୁରେଶ ପୂଝରୀ

Read More...

ବିଜେପୁର ବିଧାନସଭା ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ

ବିଜେପୁର ବିଧାନସଭା ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: