ପଦ୍ମ ଦଳରେ ସାମିଲ ହେଲେ ଖାରବେଳ ସ୍ୱାଇଁ

March 25, 2019, ରାଜନୀତି, କନ୍ଧମାଳ, Bhagyaprabha News Bureau
ପଦ୍ମ ଦଳରେ ସାମିଲ ହେଲେ  ଖାରବେଳ ସ୍ୱାଇଁ
Bhagyaprabha News Bureau
March 25, 2019

ପଦ୍ମ ଦଳରେ ସାମିଲ ହେଲେ ଆଉ ଜଣେ ହେଭିୱେଟ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ସେ ପଦ୍ମ ଧରିଛନ୍ତି । ତେବେ ନିର୍ବାଚନରେ ସେ ବିଜେଡିକୁ କଡା ଟକ୍କର ଦେଇ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ସେ ବିଜେପି ସହ ବୁଝାମଣା କରିବାକୁ ପ୍ରସ୍ତୁତ ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆକୃଷ୍ଟ ହୋଇ ସେ ଭାଜପାରେ ଯୋଗ ଦେଇଛନ୍ତି ବୋଲି ଖାରବେଳ ସ୍ୱାଇଁ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ୨୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କଲା କଳିଙ୍ଗ ସେନା

ରାଜ୍ୟରେ ୨୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କଲା କଳିଙ୍ଗ ସେନା

Read More...

ବରଗଡ଼ରେ ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିବେ ସୁରେଶ ପୂଝରୀ

ବରଗଡ଼ରେ ବିଜେପିରୁ ନାମାଙ୍କନ ପତ୍ର ଦାଖଲ କରିବେ ସୁରେଶ ପୂଝରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: