ଦୁଇଦିନିଆ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସୁଛନ୍ତି ବାଚସ୍ପତି

October 30, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଦୁଇଦିନିଆ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସୁଛନ୍ତି ବାଚସ୍ପତି
Kiran Behera
[ Reporter,Digapahandi ]
Bhagyaprabha News Bureau
October 30, 2021

ଓଡ଼ିଶା ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ . ସୂର୍ଯ୍ୟନାରାୟଣ ପାତ୍ର ସୋମବାର ଓ ମଙ୍ଗଳବାର ଦିନ ଦୁଇଦିନିଆ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସୁଥିବା ଜଣାପଡିଛି । ଏହି ଅବସରରେ ବାଚସ୍ପତି ଶ୍ରୀ ପାତ୍ର ସୋମବାର ଦିନ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସମନ୍ୱୟ ମେଳା ଓ ପରଦିନ ଦିଗପହଣ୍ଡି ଅବକାରୀ ବିଭାଗର ନୂତନ ଗୃହ ସମେତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ କରିବାର କାର୍ଯ୍ୟକ୍ରମ ରହିଛି । ଏହିପରି ବ୍ଳକ ଅଧିନସ୍ଥ କୁଶପଡା , ବିଜୟ ଲକ୍ଷ୍ମୀନାରାୟଣ ପୁର , ଚୌଧୁରୀ ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତି ନିୟମରେ ସାମିଲ ସକାଶେ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

ପାରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତି ନିୟମରେ ସାମିଲ ସକାଶେ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

Read More...

ଧାନ ବିଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ମାମଲା : ଧର୍ଷଣ ପରେ ହତ୍ୟା , ଅଭିଯୁକ୍ତ ଗିରଫ

ଧାନ ବିଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ମାମଲା : ଧର୍ଷଣ ପରେ ହତ୍ୟା , ଅଭିଯୁକ୍ତ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: