ଅଭିନେତ୍ରୀଙ୍କ କାର ଉପରକୁ ଦୁର୍ବୁତ୍ତଙ୍କ ଆକ୍ରମଣ

March 25, 2019, ଅପରାଧ, , Bhagyaprabha News Bureau
ଅଭିନେତ୍ରୀଙ୍କ କାର ଉପରକୁ ଦୁର୍ବୁତ୍ତଙ୍କ ଆକ୍ରମଣ
Bhagyaprabha News Bureau
March 25, 2019

ସାରାଦେଶ ହୋଲି ପର୍ବରେ ଖୁସି ମନାଉଥିବା ବେଳେ ମୁମ୍ବାଇ ଟେଲିଭିଜନ ଅଭିନେତ୍ରୀ ଚାହାତ୍ ଖନ୍ନାଙ୍କ ପାଇଁ ହୋଲିର ଦିନଟି ଖୁବ ଭୟାନକ ଥିଲା । ସୂଚନା ଅନୁୁସାରେ ଚାହାତ୍ କାରରେ ବସି ଯାଉଥିବା ସମୟରେ କିଛି ଦୁର୍ବତ୍ତ ମଦ୍ୟପାନ କରି ଅଭିନେତ୍ରୀ ଙ୍କ ଗାଡି ଉପରକୁ ୧୫ ରୁ ୨୦ ଦୁର୍ବୁତ୍ତ କାର ଗାଡି ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ହିରୋଇନ ଜଣକ ଭୟଭିତ ହୋଇଯାଇଥିଲେ । ଏହା ସହ ଦୁର୍ବୁତ୍ତ ମାନଙ୍କ ଆକ୍ରମଣରେ କାର ଗାଡିର କାଚ ଭାଙ୍ଗିଯାଈଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲେଶ୍ୱର-ଯୁବତୀଙ୍କୁ ହତ୍ୟା

ବାଲେଶ୍ୱର-ଯୁବତୀଙ୍କୁ ହତ୍ୟା

Read More...

ସଡ଼କ ଦୁର୍ଘଟଣାରେ ୩ ଆହତ!

ସଡ଼କ ଦୁର୍ଘଟଣାରେ ୩ ଆହତ!

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: