ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ମନ୍ତ୍ରୀ

January 07, 2022, ବିଶେଷ, ଗଞ୍ଜାମ, Bhagyaprabha News Bureau
ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ମନ୍ତ୍ରୀ
Bhagyaprabha News Bureau
January 07, 2022

ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଗାୟାଗଣ୍ଡା ଠାରେ ୩୩/୧୧ କେଭି ଗ୍ରୀଡ଼ ଷ୍ଟେସନ, ମଶାବାଡ଼ି ଠାରୁ ଡଙ୍ଗାଭୂମି ରାସ୍ତାରେ ଗିରିଙ୍ଗିଆ ସେତୁ,କୋକଳବା ଠାରେ ଜ୍ଞାନ ପଟ୍ଟନାୟକ ଶିଶୁ ଉଦ୍ୟାନ ଓ ମିଶନ ଶକ୍ତି ଗୃହ ର ଶୁଭ ଉଦ୍ ଘାଟନ କରିଛନ୍ତି ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ। ସଂମାନିତ ଅତିଥି ଭାବେ କୋକୋଳବା ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ , ଆଇନ ଯିବି ଦିବାକର ନାୟକ ,ପୂର୍ବତନ ଜଙ୍ଗଲ ଅଧିକାରୀ ସୁଳପାଣି ଶତପଥୀ ଆଦି ଯୋଗ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୋଉଚ କରିବାକୁ ଯାଇ ପୋଖରୀ ରେ ଚାଲିଗଲା ଜୀବନ

ଶୋଉଚ କରିବାକୁ ଯାଇ ପୋଖରୀ ରେ ଚାଲିଗଲା ଜୀବନ

Read More...

ରାଜଧାନୀ କୋଚ ସହିତ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ

ରାଜଧାନୀ କୋଚ ସହିତ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: