ବ୍ରହ୍ମପୁର ବିଧାନସଭା ପାଇଁ ବିଜେଡି ଦଳରୁ ନାମାଙ୍କନ ଦାଖଲ କଲେ ବିକ୍ରମ କୁମାର ପଣ୍ଡା

March 25, 2019, ରାଜନୀତି, , Bhagyaprabha News Bureau
ବ୍ରହ୍ମପୁର ବିଧାନସଭା ପାଇଁ ବିଜେଡି ଦଳରୁ ନାମାଙ୍କନ  ଦାଖଲ କଲେ ବିକ୍ରମ କୁମାର ପଣ୍ଡା
Bhagyaprabha News Bureau
March 25, 2019

ବ୍ରହ୍ମପୁର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବ୍ରହ୍ମପୁରର ଯୁବ ନେତା ବିକ୍ରମ କୁମାର ପଣ୍ଡା ।ସହରରେ ହଜାର ହଜାର ସମର୍ଥକ ଙ୍କ ଗହଣରେ ବିକ୍ରମ ପଣ୍ଡା ବିରାଟ ଶୋଭାଯାତ୍ରାରେ ସହରର ବଡବଜାର ଅଞ୍ଚଳରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ଦାଖଲ କରିଥିଲେ । ଏହି ଶୋଭାଯାତ୍ରାରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ର ବିଦାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ବହୁ ସ୍ଥାନରେ ବିକ୍ରମ ଙ୍କୁ ଏହି ଅବସରରେ ଶଭେଚ୍ଛା ଜଣାଇବା ପାଇଁ ଜମିଥିଲା ସହର ବାସୀ ଙ୍କ ଭିଡ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରୁ ନାମାଙ୍କନ ପତ୍ର ଦାଖଲ କଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଦିଗପହଣ୍ଡିରୁ ନାମାଙ୍କନ ପତ୍ର ଦାଖଲ କଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

Read More...

ଗୋପାଳପୁର ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ପାଣିଗ୍ରାହୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: