ପୁଲଟା ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀନୀ ଭାବରେ ମଇଦାନକୁ ଓଲ୍ଲାଇଛନ୍ତି ଏସ୍.ରିତା ରେଡି

January 21, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ପୁଲଟା ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀନୀ ଭାବରେ ମଇଦାନକୁ ଓଲ୍ଲାଇଛନ୍ତି ଏସ୍.ରିତା ରେଡି
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 21, 2022

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ପୁଲଟା ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀନୀ ଭାବରେ ମଇଦାନକୁ ଓଲ୍ଲାଇଛନ୍ତି ଏସ୍.ରିତା ରେଡି । ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ଏସ୍.ରିତା ରେଡି ନିଜର ପ୍ରସ୍ତାବକ ଏବଂ ସମର୍ଥକଙ୍କ ଉପସ୍ଥିତିରେ ରଙ୍ଗେଇଲୁଣ୍ଡା ବ୍ଲକରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ପ୍ରଦାନ କରିଥିଲେ । ସେ ଲୋକଙ୍କ ସୁଖଦୁଃଖ ରେ ସାଥୀ ହେବା ସହ ପଞ୍ଚାୟତର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଜଣେ ଉଚ୍ଚଶିକ୍ଷିତା ହୋଇ ମଧ୍ୟ ଶେଷରେ ନିଜ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ କରିବାକୁ ମନ ବଳାଇଥିଲେ ଏହି ମହିଳା ଜଣଙ୍କ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡୁରା ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀନୀ ଭାବରେ କଡାଟକ୍କର ଦେବେ  ଭାରତୀ

ଡୁରା ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀନୀ ଭାବରେ କଡାଟକ୍କର ଦେବେ ଭାରତୀ

Read More...

ଡୁରା ପଞ୍ଚାୟତର ସରପଞ୍ଚ ପାର୍ଥୀନୀ ଭାବରେ ବିଜୟ ଲକ୍ଷ୍ମୀ କରିବେ ପ୍ରତିଦ୍ୱିନ୍ଦିତା

ଡୁରା ପଞ୍ଚାୟତର ସରପଞ୍ଚ ପାର୍ଥୀନୀ ଭାବରେ ବିଜୟ ଲକ୍ଷ୍ମୀ କରିବେ ପ୍ରତିଦ୍ୱିନ୍ଦିତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: