ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ

February 11, 2022, ଅପରାଧ, ସୁନ୍ଦରଗଡ଼, BHAGYAPRABHA NEWS
ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 11, 2022



ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଚଢାଉ ଜାରି ରହିଛି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ କରାଯାଉଛି । ସୂଚନା ଅନୁସାରେ, ଭୁବନଶ୍ୱର ସ୍ଥିତ ନୟାପଲ୍ଲୀ, ବାଲିଅନ୍ତା ବାସ ଭବନରେ ରେଡ୍ ଚାଲିଛି । ସେହିପରି ଜଗତସିଂହପୁର ରଘୁନାଥପୁର ସ୍ଥିତ ପୈତୃକ ଘରେ ମଧ୍ୟ ରେଡ୍ ଚାଲିଛି । ମଣିଜଙ୍ଗା ସ୍ଥିତ ସମ୍ପକ୍ରୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି ।ସେହିପରି ସୁନ୍ଦରଗଡ ସରକାରୀ ବାସଭବନ ଓ ଅଫିସରେ ଚଢାଉ କରାଯାଉଛି । ରାଜଗାଙ୍ଗପୁର ଓସିଏଲ କ୍ୟାମ୍ପସ ସ୍ଥିତ ସମ୍ପର୍କୀୟଙ୍‌କ ଘରେ ମଧ୍ୟ ରେଡ୍ କରାଯାଉଛି । ତେୂବେ ଏହି ଚଢାଉରେ ୮ ଜଣ ଡିଏସପି, ୨ ଇନ୍ସପେକ୍ଟର ଓ ୫ ଏଏସଆଇ ସାମିଲ ହୋଇଛନ୍ତି ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଏଥର ପୌର ନିର୍ବାଚନରେ ନୋଟାରେ ଭୋଟ ଦେଇପାରିବେ ଭୋଟର

ଏଥର ପୌର ନିର୍ବାଚନରେ ନୋଟାରେ ଭୋଟ ଦେଇପାରିବେ ଭୋଟର

Read More...

ସତ୍ୟପାଠ ଭୁଲ୍‌ ହେଲେ ପ୍ରାର୍ଥିପତ୍ର ହେବ ନାକଚ

ସତ୍ୟପାଠ ଭୁଲ୍‌ ହେଲେ ପ୍ରାର୍ଥିପତ୍ର ହେବ ନାକଚ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: