ବୋଲେରୋ ପିକପ ମୁଁହା ମୁହିଁ ଧକା ୬ ଆହତ

March 05, 2022, ଅପରାଧ, ଗଞ୍ଜାମ, BHAGYAPRABHA NEWS
ବୋଲେରୋ ପିକପ ମୁଁହା ମୁହିଁ ଧକା ୬ ଆହତ
BHAGYAPRABHA NEWS
[ INPUT ]
Bhagyaprabha News Bureau
March 05, 2022

ଭଞ୍ଜନଗର ଦୁର୍ଗାପ୍ରସାଦ ନିକଟସ୍ଥ କଳିଙ୍ଗା ଘଟି ରେ ଏକ ବୋଲେରୋ ଓ ପିକପ ମୁଁହା ମୁହିଁ ଧକା ହୋଇଥିବା ସୂଚନା ମିଳିଛି। ବୋଲେରୋ ଟି ଭଞ୍ଜନଗର ରୁ ଉଦୟଗିରି ଯାଉଥିବା ସମୟରେ ଏକ ପିକପ ଫୁଲବାଣୀ ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ସମୟରେ ଦୁହେଁ ମୁଁହା ମୁହିଁ ଧକା ହୋଇଛନ୍ତି। ବୋଲେରୋ ରେ ଥିବା ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟିବା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏହା ଦେଖି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ଯାଇ ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ନିମନ୍ତେ ଭଞ୍ଜନଗର ଡାକ୍ତରଖାନା ନେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ୨୩ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ : ଚର୍ଚ୍ଚାରେ ସ୍ବାଧିନ ପ୍ରାର୍ଥୀ ହରପ୍ରସାଦ

ଦିଗପହଣ୍ଡିରେ ୨୩ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ : ଚର୍ଚ୍ଚାରେ ସ୍ବାଧିନ ପ୍ରାର୍ଥୀ ହରପ୍ରସାଦ

Read More...

ବିଜୁ ଜନ୍ମ ଜୟନ୍ତିରେ ସ୍ବେଚ୍ଛା ସେବୀ ସଂଗଠନ ବିଡେକା ଦ୍ୱାରା ରକ୍ତ ଦାନ ଶିବିର

ବିଜୁ ଜନ୍ମ ଜୟନ୍ତିରେ ସ୍ବେଚ୍ଛା ସେବୀ ସଂଗଠନ ବିଡେକା ଦ୍ୱାରା ରକ୍ତ ଦାନ ଶିବିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: