କ୍ଷମତାକୁ ଆସିବା ପାଇଁ କଂଗ୍ରେସର ଚାନ୍ଦ ଦେବାର ଶପଥ : ନୀତି ଆୟୋଗ ଉପାଧ୍ୟକ୍ଷ

March 26, 2019, ରାଜନୀତି, , Bhagyaprabha News Bureau
କ୍ଷମତାକୁ ଆସିବା ପାଇଁ କଂଗ୍ରେସର ଚାନ୍ଦ ଦେବାର ଶପଥ : ନୀତି ଆୟୋଗ ଉପାଧ୍ୟକ୍ଷ
Bhagyaprabha News Bureau
March 26, 2019

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈିତିକ ଦଳ ଗୁଡିକର ପ୍ରଚାର ପ୍ରସାରଦୃତ ଗତିରେ ବଢିଚାଲିଛି ।କିଏ କେଉଁ ଢଙ୍ଗରେ ଲୋକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇ ଶାସନ କ୍ଷମତା କୁ ଆସିବାକୁ ଜୋରଦାର ଲଢେଇ ଆରମ୍ଭ କରିଦେଇଛନ୍ତି । ଏହି ସମୟରେ କଂଗ୍ରେସ ତରଫରୁ କୁହାଯାଇଛି କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ଦେଶର ଗରିବ ମାନଙ୍କୁ୨୦ ପ୍ରତିଶତ ତଥା ୫ କୋଟି ଗରିବଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଛି । ଏହାକୁ ନେଇ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି କଂଗ୍ରେସର ଏହି ପ୍ରୟାସ ରାଜକୋଷୀୟ ଅନୁଶାସନକୁ ଭାଙ୍ଗିଦେବ ଓ ଏହା ସହ ଦେଶର ଯୁବକ ଓ ଯୁବତୀମାନେ ଓ ଲୋକମାନେ କାମ କରିବାକୁ ଭୁଲିଯିବେ ବୋଲି କହିଛନ୍ତିି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ତାପମାତ୍ରା ବଢିବ

ରାଜ୍ୟରେ ତାପମାତ୍ରା ବଢିବ

Read More...

ଉତ୍ତର ମୁମ୍ୱାଇରୁ ନିର୍ବାଚନ ଲଢିବେ ଉର୍ମିଳା ମାତୋଣ୍ଡକର

ଉତ୍ତର ମୁମ୍ୱାଇରୁ ନିର୍ବାଚନ ଲଢିବେ ଉର୍ମିଳା ମାତୋଣ୍ଡକର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: