କୁଶପଡା ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଦସ୍ୟ ଚୟନ : ସଭାପତି ହେଲେ ରମେଶ

April 09, 2022, ଓଡ଼ିଶା, ଗଞ୍ଜାମ, Kiran Behera
କୁଶପଡା ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଦସ୍ୟ ଚୟନ : ସଭାପତି ହେଲେ ରମେଶ
Kiran Behera
[ Reporter,Digapahandi ]
Bhagyaprabha News Bureau
April 09, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କୁଶପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ନୂତନ ସଦସ୍ୟ ଶନିବାର ଚୟନ କରାଯାଇଥିବା ଜଣାପଡ଼ିଛି । ବିଦ୍ୟାଳୟ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ପାଠୀ ସମିତି ସଭ୍ୟା ଏସ୍ . ରୀନା ଦୋରା ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଉନ୍ନତି ସକାଶେ ଆଜି ସର୍ବସମ୍ମତିକ୍ରମେ ଏସ୍ . ରମେଶ ଦୋରାଙ୍କୁ ସଭାପତି ଓ ମାମି ବିଷୋୟୀଙ୍କୁ ଉପ ସଭାପତି ରୂପେ ମନୋନୀତ କରାଯାଇଥିଲା । ସେହିପରି କମିଟି ସଦସ୍ୟ ଭାବେ ସାନ୍ଦା ରାଜେନ୍ଦ୍ର , ଏବର୍ତ୍ତା ଧୋବା , ବଛା ରଶ୍ମିତା , ଗୋଲା ସାହୁ , ପ୍ରଦୀପ ସେଠୀ , ବଛା ଅନୁସୟା , ଗୁଡା ସରୋଜନୀ , ବନିତା ବିଷୋୟୀ , ବୁଲି ସେଠୀ, ଗୁଡା ରାଜେନ୍ଦ୍ରଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି । ଏହି ଚୟନ ସମୟରେ ବିଦ୍ୟାଳୟ ଉନ୍ନୟନ କମିଟି ସହ ସହାୟକ କମିଟି , ସମିତି ସଭ୍ୟା ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା ଏବଂ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜେଇ ଚୋରାଚାଲାଣ ବେଳେ ୨୩୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ ,୧ ଗିରଫ

ଗଞ୍ଜେଇ ଚୋରାଚାଲାଣ ବେଳେ ୨୩୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ ,୧ ଗିରଫ

Read More...

ଘୋଡାହଡ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ଘୋଡାହଡ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: