ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଆମ୍ବୁଲାନ୍ସ

March 26, 2019, ଅପରାଧ, , Bhagyaprabha News Bureau
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଆମ୍ବୁଲାନ୍ସ
Bhagyaprabha News Bureau
March 26, 2019

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିପଡିଲା ଆମ୍ବୁଲାନ୍ସ । କିନ୍ତୁ ଆମ୍ବୁଲାନ୍ସରେ ବସିଥିବା ୩ ଜଣ କର୍ମଚାରୀ ବର୍ତ୍ତୀ ଯାଇଛନ୍ତି । ସୋମବାର ମଧ୍ୟରାତ୍ରରେ ଏହି ଭଳି ଘଟଣା ଅନୁଗୋଳ ଜିଲ୍ଲା ବନ୍ତଳିଆ ଥାନା ଅନ୍ତର୍ଗତ ମତେଳିଆ ପୋଲ ଠାରେ ଦୁର୍ଘଟଣା ହୋଇଛି । ସୂଚନା ଅନୁୁସାରେ ଧମା ସ୍ୱାସ୍ଥ କେନ୍ଦ୍ରରୁ କଟକ ବଡ ମେଡିକାଲରେ ରୋଗୀ କୁ ଛାଡି ଫେରୁଥିଲା ଆମ୍ବୁଲାନ୍ସ( ନଂ ୦୨ଏଡବ୍ଲ୍ୟ୧୭୨୩୦ । ବଡକେରା ପଟରୁ ଏକ ବୋଲର ଦ୍ରୁତ ଗତିରେ ଆସୁଥିବାର ଦେଖି ଆମ୍ବୁଲାନ୍ସ ଡ୍ରାଇଭର ବ୍ରେକ ମାରିଥିଲା ।ଏହା ପରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକେଟ ଅସନ୍ତୋଷକୁ ନେଇ ଦଳ ଛାଡିଲେ ସୁବାସ , ବିଜେପିର କୁଚକ୍ରୀ ଗୋଷ୍ଠୀକୁ କଲେ ଦାୟୀ

ଟିକେଟ ଅସନ୍ତୋଷକୁ ନେଇ ଦଳ ଛାଡିଲେ ସୁବାସ , ବିଜେପିର କୁଚକ୍ରୀ ଗୋଷ୍ଠୀକୁ କଲେ ଦାୟୀ

Read More...

ପଳାତକ ଘୋଷଣା ହୋଇଥିବା ବିଜୟ ମାଲ୍ୟାଙ୍କ ଅନୁରୋଧ ଜେଟ୍ ଏୟାରୱେଜ ବଞ୍ଚାଅ

ପଳାତକ ଘୋଷଣା ହୋଇଥିବା ବିଜୟ ମାଲ୍ୟାଙ୍କ ଅନୁରୋଧ ଜେଟ୍ ଏୟାରୱେଜ ବଞ୍ଚାଅ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: