ଏମକେସିଜି ପ୍ରଶାସନିକ କୋଠାରେ ସାର୍ଟସର୍କିଟ ଯୋଗୁଁ ଫାଇଲ ଓ ଆସବାବପତ୍ର ନଷ୍ଟ

May 02, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଏମକେସିଜି ପ୍ରଶାସନିକ କୋଠାରେ ସାର୍ଟସର୍କିଟ ଯୋଗୁଁ ଫାଇଲ ଓ ଆସବାବପତ୍ର ନଷ୍ଟ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 02, 2022

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାରେ ଆଜି ଭୋର ୪ ଟା ବେଳେ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସାର୍ଟସର୍କିଟ ଯୋଗୁ ଅଧ୍ୟକ୍ଷଙ୍କ କୋଠରୀ ନିକଟରେ ଥିବା ଏଷ୍ଟାବ୍ଲିସମେଣ୍ଟ ବିଭାଗରେ ନିଆଁ ଲାଗି କିଛି ଫାଇଲ ଓ ଆସବାବପତ୍ର ପୋଡିଯାଇଛି । କାନ୍ଥରେ ଲାଗିଥିବା ଏକ ଫ୍ୟାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ତଳେ ପଡ଼ିଥିବା ବେଳେ ସେଥିରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ଏମକେସିଜି ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରଦୀପ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଦୁଇ ବିଜେଡି ନେତାଙ୍କ ଦଶାହ ଉପଲକ୍ଷେ ଶୋକସଭା ଅନୁଷ୍ଠିତ

ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଦୁଇ ବିଜେଡି ନେତାଙ୍କ ଦଶାହ ଉପଲକ୍ଷେ ଶୋକସଭା ଅନୁଷ୍ଠିତ

Read More...

ବ୍ରହ୍ମପୁର ଖବରକାଗଜ ବିତରକ ମାନଙ୍କୁ  ପରିଚୟ ପତ୍ର ବଣ୍ଟନ

ବ୍ରହ୍ମପୁର ଖବରକାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: