ଅଣ କୃଶଳି ଶ୍ରମିକ ମାନଙ୍କ ନିମନ୍ତେ ହଳଦିଆପଦର ଠାରେ ପ୍ରଶିକ୍ଷଣ ଶିବିର

June 09, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଅଣ କୃଶଳି ଶ୍ରମିକ ମାନଙ୍କ ନିମନ୍ତେ ହଳଦିଆପଦର ଠାରେ ପ୍ରଶିକ୍ଷଣ ଶିବିର
Gouri Shankar Mishra
[ Video Journalist ]
Bhagyaprabha News Bureau
June 09, 2022

ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆ ପଦର ଠାରେ ଅଣ କୃଶଳି ଶ୍ରମିକ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଶୁଭମସ୍ତୁ ସୋଶାଇଟି ବ୍ରହ୍ମପୁର ପକ୍ଷରୁ ଆଯୋଜିତ ଏହି ପ୍ରଶିକ୍ଷମ ଶିବିରରେ ଶ୍ରମିକ ମାନଙ୍କୁ ଇ ଶ୍ରମ କାର୍ଡର ଆବଶ୍ୟକତା ସହିତ ନିର୍ମାଣ ସମୟରେ ଫାୟାର ସେପ୍ଟି କୁ କିପରି ଗୁରୁତ୍ୱ ଦିଆଯିବ ସେ ନେଇ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲେ । ହଳଦିଆ ପଦର ଠାରେ ଆୟୋଜିତ ଶ୍ରମିକ ଚୈପାଳ କାର୍ଯ୍ୟକ୍ରମ ଦତ୍ତପନ୍ତ ଠେଙ୍ଗିଡ଼ି ଜାତିୟ ଶ୍ରମିକ ଶିକ୍ଷା ବୋଡ଼, ବ୍ରହ୍ମପୁର ଦ୍ୱାରା ପରିଚାଳିତ ସଦସ୍ୟମାନେ ୨୦ ଜଣ ଶ୍ରମିକକୁ ବିଭିନ୍ନ ସୋସିଆଲ୍‌ ସିକୁରିଟି ସ୍କିମ୍‌ ବିଷୟରେ ଅବଗତ କରାଯାଇଥିଲା । ଏଥିରେ ଜାତିୟ ଶ୍ରମିକ ଶିକ୍ଷା ବୋର୍ଡ଼ର ନିର୍ଦ୍ଦେଷକ ସରୋଜ କୁମାର ବେହେରା ବିଭିନ୍ନ ସ୍କିମ୍‌ ବିଷୟରେ ଅବଗତ କରାଇଥିଲେ ଏବଂ ଡ଼ିପାର୍ଟମେଣ୍ଟର ଶିକ୍ଷା ଅଧିକାରି ସତ୍ୟ ପ୍ରକାଶ ଲେଙ୍କା ଏବଂ ସ୍ନେହ ରଞ୍ଜନ ଗୋଚ୍ଛାୟତ ଏବଂ ଶୁଭମସ୍ତୁ ସୋସାଇଟିର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଛା ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସ୍ବାମୀ ଦେହରେ ଗରମ ତେଲ ଢାଳିଲା ସ୍ତ୍ରୀ : ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

ସ୍ବାମୀ ଦେହରେ ଗରମ ତେଲ ଢାଳିଲା ସ୍ତ୍ରୀ : ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

Read More...

ରାଜନୈତିକ ହିଂସାକୁ ନେଇ ବମକୋଇ ଯୁବକଙ୍କୁ ଚିକିଟି ଠାକୁରାଣୀ ଯାତ୍ରାରେ ମରଣାନ୍ତକ ଆକ୍ରମଣ

ରାଜନୈତିକ ହିଂସାକୁ ନେଇ ବମକୋଇ ଯୁବକଙ୍କୁ ଚିକିଟି ଠାକୁରାଣୀ ଯାତ୍ରାରେ ମରଣାନ୍ତକ ଆକ୍ରମଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: