ବିଜେପି ନେତାଙ୍କ ଗାଡି ରୁ ଜବତ ହେଲା ୫ ଲକ୍ଷ ୩୬ହଜାର ଟଙ୍କା - ଥାନାରେ ଚାରି ଅଟକ

March 27, 2019, ରାଜନୀତି, ଗଞ୍ଜାମ, Bhagyaprabha News Bureau
ବିଜେପି ନେତାଙ୍କ ଗାଡି ରୁ ଜବତ ହେଲା ୫ ଲକ୍ଷ ୩୬ହଜାର ଟଙ୍କା - ଥାନାରେ ଚାରି ଅଟକ
Bhagyaprabha News Bureau
March 27, 2019

ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତା ଙ୍କ କାର ରେ ଟଙ୍କା ବୋହି ନେଉଥିବା ସମୟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଧରାପଡିଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁଞ୍ଜିକଆଁ ଛକ ନିକଟରେ ସ୍ଥାନୀୟ ତହସିଲଦାର ଙ୍କ ଉପସ୍ଥିତିରେ ଚାଲିଥିବା ଗାଡି ତନଖି ସମୟରେ ମିଳିଛି ୫ ଲକ୍ଷ ୩୬ହଜାର ଟଙ୍କା ।


1553693679.jpg


ଘଟଣାରେ ବିଜେପି ଦଳର ଗଜପତି ଜିଲ୍ଲା ପ୍ରଭାରୀ ପ୍ରଭାରୀ ପବିତ୍ର ମୋହନ ଦାଶ ଙ୍କ ସମେତ କୁଞ୍ଜ ବିହାରି ପରିଡା , ବିଶ୍ୱମୋହନ ଦାଶ ଙ୍କୁ ଅଟକ ରଖାଯାଇଛି । ବ୍ରହ୍ମପୁର ସହରରୁ ମୋହନା ଅଞ୍ଚଳକୁ ଇନୋଭା କାର ନଂ - ଓ.ଆର୍.୦୨ ବିସି ୮୮୯୯ ଯୋଗେ ଏହି ଟଙ୍କା କୁ ବିଜେପି ଦଳୀୟ ବ୍ୟକ୍ତି ବିଶେଷ ମାନେ ନେଇ ଯାଉଥିବା ବେଳେ ନିର୍ବାଚନ ପୂର୍ବରୁ କାରରୁ ଜବତ ହେଇଛି ଏତେ ପରିମାଣର ଟଙ୍କା । ଏହି ଟଙ୍କା କେଉଁଠାରୁ ଆସିଲା ଏବଂ କାହାରି ପାଖକୁ ଯାଉଥିଲା ତାହକୁ ତଦନ୍ତ କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ ଅର୍ଥଶାସ୍ତ୍ରରେ ଆଠ ଏମ.ପି.!

ଯୁକ୍ତ ଦୁଇ ଅର୍ଥଶାସ୍ତ୍ରରେ ଆଠ ଏମ.ପି.!

Read More...

ପ୍ରକାଶ ପାଇଲା ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାର୍ଥୀ ତାଲିକା

ପ୍ରକାଶ ପାଇଲା ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାର୍ଥୀ ତାଲିକା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: