ବ୍ରହ୍ମପୁରରେ ଛାତ୍ର ବିଜେଡି ପକ୍ଷରୁ ବୃକ୍ଷ ରୋପଣ

June 28, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁରରେ ଛାତ୍ର ବିଜେଡି ପକ୍ଷରୁ ବୃକ୍ଷ ରୋପଣ
Gouri Shankar Mishra
[ Video Journalist ]
Bhagyaprabha News Bureau
June 28, 2022

ବ୍ରହ୍ମପୁର ଠାରେ ଛାତ୍ର ବିଜେଡି ପକ୍ଷରୁ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଅବସରର ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ବ୍ରହ୍ମପୁର ମହାନଗର ବିଜୁ ଛାତ୍ର ଜନତା ଦଳ ତରଫରୁ ଖଲିକୋଟ କଲେଜ ପଡିଆ ଠାରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ, ଛାତ୍ର ବିଜେଡି ବ୍ରହ୍ମପୁର ମହାନଗର ସଭାପତି ଶୋଭନ ନାୟକ, ରାଜେଶ ପଟନାୟକ, ନିଖିଳ ଚୌଧୁରୀ, ଦେବାନନ୍ଦ ପଣ୍ଡା, ଆଦିତ୍ୟ ନାରାୟଣ, ଅରୁନ କୁମାର ଗରୁଡ଼, କେ ସାଇ କୁମାର, ଅମିତ ପାତ୍ର , ସୁମନ ସାହୁ, ମେଘ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବତନ ସମିତି ସଭ୍ୟ ଶିବରାମଙ୍କ ଫାସିଗୁଡା ସେବା ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ଗ୍ରହଣ

ପୂର୍ବତନ ସମିତି ସଭ୍ୟ ଶିବରାମଙ୍କ ଫାସିଗୁଡା ସେବା ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ଗ୍ରହଣ

Read More...

ବିଜେଡି ସାଂଗଠନିକ ସମ୍ପାଦକଙ୍କ ଜନ୍ମ ଦିବସରେ ଗଞ୍ଜାମ ଛାତ୍ର ବିଜେଡିର ବୃକ୍ଷ ରୋପଣ

ବିଜେଡି ସାଂଗଠନିକ ସମ୍ପାଦକଙ୍କ ଜନ୍ମ ଦିବସରେ ଗଞ୍ଜାମ ଛାତ୍ର ବିଜେଡିର ବୃକ୍ଷ ରୋପଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: