ଅପରେସନ୍ ଅଲଆଉଟ୍‌ରେ ୩ ଆତଙ୍କୀ ନିହତ

March 28, 2019, ଦେଶଦୁନିଆ, , Bhagyaprabha News Bureau
ଅପରେସନ୍ ଅଲଆଉଟ୍‌ରେ ୩  ଆତଙ୍କୀ ନିହତ
Bhagyaprabha News Bureau
March 28, 2019

ଜମ୍ମୁ ଓ କଶ୍ମୀର ସୋପିଆ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଚଳାଇଛି ଅପରେସନ୍ ଅଲଆଉଟ୍ । ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଦକ୍ଷିଣ ସୋପିଆଁର କିଲ୍ଲୋର ଅଂଚଳରେ ଥକଭ ୩ ଉହ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି । କେଲ୍ଲର ଅଂଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ସେନା, ପୋଲିସ ଓ ସିଆରପିଏଫଙ୍କ ଦ୍ୱାରା ମିଳିତ ଅପରେସନ କରାଯାଉଛି । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରର ବାନ୍ଦିପୋରା ଏବଂ ସୋପିଆ ଜିଲ୍ଲାରେ ମାର୍ଚ୍ଚ ୨୩ରେ ସୁରକ୍ଷାବଳ ସହିତ ଭିନ୍ନ ଭିନ୍ନ ଏନକାଉଣ୍ଟର ହୋଇଥିଲା ।ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ । ଏହି ଆତଙ୍କବାଦୀମାନେ ଜଣେ ୧୨ ବର୍ଷର ବାଳକକୁ ବନ୍ଧକ କରି ହତ୍ୟା କରିଥିଲେ । ଏନକାଉଣ୍ଟରରେ ମରିଥିବା ଆତଙ୍କବାଦୀଙ୍କ ସଂଖ୍ୟ ୯ରେ ପହଂଚିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗ୍ରୀଷ୍ମରେ ବିଦ୍ୟୁତ କାଟ ବନ୍ଦ

ଗ୍ରୀଷ୍ମରେ ବିଦ୍ୟୁତ କାଟ ବନ୍ଦ

Read More...

ବିଜେପିରେ ସାମିଲ ହେଲେ ବିଜୟ ମହାପାତ୍ର

ବିଜେପିରେ ସାମିଲ ହେଲେ ବିଜୟ ମହାପାତ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: