ବିଶାକ୍ତ ସାପ କାମୁଡାରେ ନାବାଳକର ମୃତ

July 19, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ବିଶାକ୍ତ ସାପ କାମୁଡାରେ ନାବାଳକର ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 19, 2022

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ରୁକୁଣି ଗାଁ ପଞ୍ଚାୟତର ଜଣେ ନାବାଳକକୁ ବିଶାକ୍ତ ସାପ କାମୁ ସାପ କାମୁଡିବାରୁ ତାର ମୁର୍ତ୍ୟୁ ଘଟିଛି । ସୂଚନା ମୁତାବକ ସେହି ଗ୍ରାମର ଧନୁ ଗୌଡ ଜଣେ ଗାଇ ଜଗୁଆଲ ଭାବେ କାର୍ଯ୍ୟ କରନ୍ତି । ଆଜି ସେ ଗାଇକୁ ନେଇ ଗ୍ରାମ ଠାରୁ କିଛି ଦୂରରେ ଥିବା ଖାଲି ପଡିଆକୁ ଯାଇଥିଲେ । ସେହି ସମୟରେ ପ୍ରତି ଦିନ ପରି ପୁଅ ସୁମନ ଗୌଡ (୧୬) ବାପାଙ୍କ ପାଇଁ ଘୋଟଣା ଧରି ଯାଇଥିଲା । ଏହି ସମୟରେ ବିଲରେ ବୁଲୁଥିବା ଏକ ସାପ କାମୁଡିବାରୁ ପ୍ରଥମେ ସ୍ଥାନୀୟ ଲୋକେ ସୁମନକୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପିଲାଟିର ମୃତ ଦେହକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମେଡିକାଲ କର୍ତ୍ତୁପକ୍ଷ ହସ୍ତାନ୍ତର କରିଛନ୍ତି । ବର୍ତ୍ତମାନ ଗ୍ରାମରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ମାଣ କାମ ଅର୍ଥ ହରିଲୁଟ୍ ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୂର୍ବତନ ସରପଞ୍ଚ

ନିର୍ମାଣ କାମ ଅର୍ଥ ହରିଲୁଟ୍ ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୂର୍ବତନ ସରପଞ୍ଚ

Read More...

ଭାବିନିପୁର ପଞ୍ଚାୟତ ଓ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାବିନିପୁର ପଞ୍ଚାୟତ ଓ ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: