ବ୍ରହ୍ମପୁର ନଗର ହାଡିକୁଳର ବୈଠକ ଅନୁଷ୍ଠିତ, ନୂତନ କର୍ମକର୍ତ୍ତା ନିର୍ବାଚିତ

July 24, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁର ନଗର ହାଡିକୁଳର ବୈଠକ ଅନୁଷ୍ଠିତ, ନୂତନ କର୍ମକର୍ତ୍ତା ନିର୍ବାଚିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 24, 2022

ବ୍ରହ୍ମପୁର ସ୍ଥାନୀୟ ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଗଣରେ ନଗର ହାଡିକୁଳ ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ୨୨ଖଣ୍ଡ ହାଡି ସାହିର ପ୍ରତିନିଧି ଓ କର୍ମକର୍ତ୍ତା ଗଣ ଅଂଶ ଗ୍ରହଣ କରିଥିବା ବେଳେ ଆଗାମୀ ତିନି ବର୍ଷ ପାଇଁ ମହାସଂଘର ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମହାସଂଘର ଉପଦେଷ୍ଟା ଅନିଲ କୁମାର ନାୟକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପୁନର୍ବାର ସୁକାନ୍ତ ମୁଖି ଙ୍କୁ ସଭାପତି, କାର୍ଯ୍ୟକାରୀ ସଭାପତି ଭାବେ ଦେବେନ୍ଦ୍ର ଘଡେଇ, ସାଧାରଣ ସମ୍ପାଦକ ଭାବେ ଚିନ୍ତାମଣି ନାୟକ ଙ୍କୁ କର୍ମକର୍ତ୍ତାମାନେ ଚୟନ କରିଥିଲେ । ଏହା ସହ ଆସନ୍ତା ଏକ ସପ୍ତାହ ମଧ୍ୟରେ ମହାସଙ୍ଗ ର ପୂର୍ଣ୍ଣାଙ୍ଗ କମିଟି ଗଠନ କରି ସଦସ୍ୟଙ୍କ ନାମ ଘୋଷଣା କରିବା ପାଇଁ ନିର୍ବାଚନ ଅଧିକାରୀ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନିଆ ଜିଲ୍ଲା ଅନ୍ତଃ ବିଦ୍ୟାଳୟ ଟେବୁଲ ଟେନିସ୍ ଚମ୍ପଆନସିପ୍ ଉଦଯାପିତ

ଦୁଇ ଦିନିଆ ଜିଲ୍ଲା ଅନ୍ତଃ ବିଦ୍ୟାଳୟ ଟେବୁଲ ଟେନିସ୍ ଚମ୍ପଆନସିପ୍ ଉଦଯାପିତ

Read More...

ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଘଞ୍ଚ ଜଙ୍ଗଲରେ ଅତର୍କିତ ଚଢାଉ

ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଘଞ୍ଚ ଜଙ୍ଗଲରେ ଅତର୍କିତ ଚଢାଉ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: