ପୁଣି ଶୋଭନ ନାୟକ ହେଲେ ବିଜୁଛାତ୍ର ଜନତା ଦଳର ବ୍ରହ୍ମପୁର ମହାନଗର ସଭାପତି..

August 22, 2022, ରାଜନୀତି, ଗଞ୍ଜାମ, Gouri Shankar Mishra
ପୁଣି ଶୋଭନ ନାୟକ ହେଲେ ବିଜୁଛାତ୍ର ଜନତା ଦଳର ବ୍ରହ୍ମପୁର ମହାନଗର ସଭାପତି..
Gouri Shankar Mishra
[ Video Journalist ]
Bhagyaprabha News Bureau
August 22, 2022

ବ୍ରହ୍ମପୁର ମହାନଗର ଛାତ୍ର ବିଜେଡି ସଭାପତି ଭାବରେ ପୁଣି ଥରେ ଶୋଭନ ନାୟକ ଙ୍କୁ କରାଯାଇଛି ଚୟନ । ଏଭଳି ସୁଯୋଗ ଦେଇଥିବାରୁ ଶୋଭନ ଏହି ଅବସରରେ ଦଳର ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ବ୍ରହ୍ମପୁରର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା,. ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ,ଯୁବ ଓ ଛାତ୍ର ବ୍ୟାପାର ଦାୟିତ୍ୱରେ ଥିବା ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ , ରାଜ୍ୟ ବିଜୁ ଯୁବ ଜନତା ସଭାପତି ତଥା ବିଧାୟକ ଶ୍ରୀ ବ୍ୟୋମକେସ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ , ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି

ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ , ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି

Read More...

ବିଜୁ ଛାତ୍ର ଜନତା ଦଳର ପୁଣି ଥରେ ଗଞ୍ଜାମ ଜୋନ ସଭାପତି ଜ୍ୟୋତିରଞ୍ଜନ

ବିଜୁ ଛାତ୍ର ଜନତା ଦଳର ପୁଣି ଥରେ ଗଞ୍ଜାମ ଜୋନ ସଭାପତି ଜ୍ୟୋତିରଞ୍ଜନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: