ମାଁ ଆସିବେ

March 29, 2019, ବିଶେଷ, ଗଞ୍ଜାମ, Bhagyaprabha News Bureau
ମାଁ ଆସିବେ
Bhagyaprabha News Bureau
March 29, 2019

ଆଜି ଠାରୁ ଧୁମ ଧାମରେ ଆରମ୍ଭ ହେଉଛି ବ୍ରହ୍ମପୁର ପ୍ରସିଦ୍ଧ ଆରାଧ୍ୟ ଦେବୀ ମାଁ ବୁଢୀଠାକୁରାଣୀଙ୍କ ଯାତ୍ରା ।ଆଜି ମଧ୍ୟରାତ୍ରରେ ମାଁ ବୁଢୀଠାକୁରାଣୀ ନିଜ ବାପା ଘରକୁ ଆସିବେ ବୋଲି ପ୍ରସ୍ତୁତ ଜୋରଦାର ଆରମ୍ଭ କରାଯାଉଛି ।ଧର୍ମୀୟ ରିତି ନୀତି ଅନୁସାରେ ଆଜି ମଧ୍ୟ ରାତ୍ରରେ ବାପା ଘର ଲୋକ ଯାଇ ପ୍ରଥମେ ମାଁ ଙ୍କୁ ସମୟ ଜଣାଇବେ ଏହା ପରେ ମାଁ ବୁଢୀ ସାଆନ୍ତାଣୀ ବାଜ୍ୟ ବାଜଣା ଓ ଫୁଲରେ ମାଁ ଆସିବେ ଦେଶୀ ବେହେରାଙ୍କ ଅସ୍ଥାୟୀ ମଣ୍ଡପକୁ । ପ୍ରତି ଦୁଇ ବର୍ଷକୁ ଥରେ ମାଁ ଙ୍କ ଯାତ୍ରା ହେଉଥିବାରୁ ବ୍ରହ୍ମପୁର ସହର ଚଳଚଞ୍ଚଳ ହୋଇଉଠିଛି । ମାଁଙ୍କ ଯାତ୍ରା ଆରମ୍ଭ ହେବ । ଦିନରେ ଦେଶୀ ବେହେରା ମାଁଙ୍କ ନିକଟକୁ ଆସି ଡାକରା ଦେବେ । ଏହା ପରେ ରାତ୍ରରେ ଭକ୍ତଗଣ ମାଁଙ୍କୁ ଖିରି ପିଠା ଆଦି ପୂଜାର୍ଚ୍ଚନା କରିବା ସହ ମାଁଙ୍କ ବିଧିବଦ୍ଧ ଭାବେ ପାଳନ କରାଯାଏ । ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାଙ୍କୁ ନେଇ ବ୍ରହ୍ମପୁର ଚଳଚଞ୍ଚଳ ହୋଇଉଠିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିପଦ ସଂକୁଳ ଅବସ୍ଥାରେ ପାଠପଢା

ବିପଦ ସଂକୁଳ ଅବସ୍ଥାରେ ପାଠପଢା

Read More...

ବିଜେପି ଦଳକୁ ତ୍ୟାଗ କରି ବିଜେଡିରେ ଯୋଗ ଦେଲେ ଆନନ୍ଦପୁର ବିଧାୟକ

ବିଜେପି ଦଳକୁ ତ୍ୟାଗ କରି ବିଜେଡିରେ ଯୋଗ ଦେଲେ ଆନନ୍ଦପୁର ବିଧାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: