ବିଜେଡି ଜିଲ୍ଲା ସଂପାଦିକା ହେଲେ ଜିଲ୍ଲା ପରିଷଦ ସଦସ୍ୟା ଅନୁସୟା

October 09, 2022, ରାଜନୀତି, ଗଞ୍ଜାମ, Kiran Behera
ବିଜେଡି ଜିଲ୍ଲା ସଂପାଦିକା ହେଲେ ଜିଲ୍ଲା ପରିଷଦ ସଦସ୍ୟା ଅନୁସୟା
Kiran Behera
[ Reporter,Digapahandi ]
Bhagyaprabha News Bureau
October 09, 2022

ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ସମସ୍ତ ଜିଲ୍ଲା ମାନଙ୍କରେ ମହିଳାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେବା ତଥା ମହିଳା ସଂଗଠନକୁ ଅଧିକ ଦୃଢୀଭୂତ କରିବା ପାଇଁ ଆଜି ବିଜୁ ଜନତା ଦଳର ନୂତନ ମହିଳା କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ମହିଳା ସଂପାଦିକା ଭାବେ ଦିଗପହଣ୍ଡି ବ୍ଳକ ୨୮ ନଂ ଜୋନ୍ ଜିଲ୍ଲା ପରିଷଦ ବି . ଅନୂସୟା ରେଡ୍ଡୀଙ୍କୁ ମନୋନୀତ କରାଯାଇଛି । ଏଭଳି ଗୁରୁ ଦାୟିତ୍ୱ ମିଳିଥିବାରୁ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଦିଗପହଣ୍ଡି ବିଧାୟକ ତଥା ପ୍ରାକ୍ତନ ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର , ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର , ଜିଲ୍ଲା ସଭାପତି ମହିଳା ସଭାପତି ତଥା ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କୁ ବିଜୁ ପରିବାର ତରଫରୁ ଶୁଭେଚ୍ଛା ଜଣାଇବା ସହ ନବ ମନୋନୀତ ସଂପାଦିକା ଶ୍ରୀମତୀ ରେଡ୍ଡୀଙ୍କୁ ଶୁଭକାମନା ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବୁଢୀ ଠାକୁରାଣୀ ଯାତ୍ରା ଉଦଯାପିତ

ଦିଗପହଣ୍ଡି ବୁଢୀ ଠାକୁରାଣୀ ଯାତ୍ରା ଉଦଯାପିତ

Read More...

ବିସିସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ନାମଙ୍କନ ଦାଖଲ

ବିସିସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ନାମଙ୍କନ ଦାଖଲ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: