ଓଡିଶା ଆସୁଛନ୍ତି ଅମିତ ଶାହା

March 30, 2019, ଖେଳ, , Bhagyaprabha News Bureau
ଓଡିଶା ଆସୁଛନ୍ତି ଅମିତ ଶାହା
Bhagyaprabha News Bureau
March 30, 2019

ଏପ୍ରିଲ ୧ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଶ୍ରୀ ଶାହା ଏପ୍ରିଲ ୧ ତାରିଖ ଦିନ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବେ। ଶ୍ରୀ ଶାହା ସକାଳ ୧୧ଟାରେ ଗଜପତି ଜିଲ୍ଲା ପାରଲାଖେମୁଣ୍ଡି କାଶିନଗର ବ୍ଲକ ସିଧାବଡଙ୍ଗା ପଡିଆରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସେହିପରି ଅପରାହ୍ନ ୧ ଟାରେ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକ୍ ଦୃଢ ଜବାବ ଦେଲେ ବିଏସ୍‌ ଧନୱା

ପାକ୍ ଦୃଢ ଜବାବ ଦେଲେ ବିଏସ୍‌ ଧନୱା

Read More...

ପୋଲିସ ଡିଜି ଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ପୋଲିସ ଡିଜି ଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: