ଇନ୍ଦ୍ରଧନୁ ସାହିତ୍ୟ ସଂସଦର ମାସିକ ଆସର

October 22, 2022, ବିଶେଷ, ଗଞ୍ଜାମ, BHAGYAPRABHA NEWS
ଇନ୍ଦ୍ରଧନୁ ସାହିତ୍ୟ ସଂସଦର ମାସିକ ଆସର
BHAGYAPRABHA NEWS
[ INPUT ]
Bhagyaprabha News Bureau
October 22, 2022

ବ୍ରହ୍ମପୁର - ଇନ୍ଦ୍ରଧନୁ ସାହିତ୍ୟ ସଂସଦର ମାସିକ ଆସର ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଯାଇଛି । କବୟତ୍ରୀ ଆର.ସୁନନ୍ଦା ଚୈଧିରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ କବୟତ୍ରୀ ଭାଗ୍ୟଲକ୍ଷ୍ମୀ ମହାରାଣା ଯୋଗ ଦେଇ ଗଳ୍ପ, କବିତା ପ୍ରବନ୍ଧରେ କିପରି କବି ମାନେ ଆଗକୁ ଉନ୍ନତ ମାନର ଲେଖା ପ୍ରକାଶିତ କରିବେ ତା ଉପରେ ଆଲୋଚନା କରିଥିଲେ । ଇନ୍ଦ୍ରଧନୁ ପୁସ୍ତକର ସମସ୍ତ ଲେଖାକୁ ଶ୍ରୀମତି ମହାରଣା ସୁନ୍ଦର ଭାବରେ ସମୀକ୍ଷା କରିଥିଲେ । ଏଥିରେ କବି ପ୍ରଫୁଲ କୁମାର ତ୍ରିପାଠୀ,ବି .ସତ୍ୟମ ଆଚାରୀ, ସନ୍ତୋଷ କୁମାର ଦାଶ, କବୟତ୍ରୀ ସୁଶ୍ରୀ ସୁଚେତା ପାଣିଗ୍ରାହୀ ,ନିହାରିକା ସାହୁ,ପଦ୍ମୀନି ମିଶ୍ର,ଲୋପା ସାମଲ,ମଧୁସ୍ମିତା ସାହୁ,ସୁଧାଞ୍ଜଳି ମିଶ୍ର,ରାଣି ସଞ୍ଜୁକ୍ତା ଶତପଥି, ବନ୍ଦନା ମହାପାତ୍ର ପ୍ରମୁଖ ଗଳ୍ପ କବିତା ପାଠ କରିଥିଲେ । ଗଳ୍ପ କବିତା ଗୁଡିକୁ ସଂଯୋଜନା କରିଥିଲେ କବୟତ୍ରୀ ଅମିତା ଦାଶ ଶେଷରେ କବୟତ୍ରୀ ସୁଚେତା ପାଣିଗ୍ରାହି ଧନ୍ୟବାଦ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ରଣୀ ସେବା ସଂଙ୍ଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଠ୍ୟ ଉପକରଣ ଓ ସୁଷମ ଖାଦ୍ୟ ବଣ୍ଟନ

ଅଗ୍ରଣୀ ସେବା ସଂଙ୍ଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଠ୍ୟ ଉପକରଣ ଓ ସୁଷମ ଖାଦ୍ୟ ବଣ୍ଟନ

Read More...

ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପଥପ୍ରାନ୍ତ ସଭା

ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପଥପ୍ରାନ୍ତ ସଭା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: