ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଙ୍ଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

October 31, 2022, ବିଶେଷ, ଗଞ୍ଜାମ, BHAGYAPRABHA NEWS
ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଙ୍ଘର ଗୁରୁତ୍ୱପୂର୍ଣ୍ଣ  ବୈଠକ ଓ କର୍ମକର୍ତ୍ତା ନିର୍ବାଚନ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 31, 2022

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ଦଲିଲ ଲେଖକ ସଂଙ୍ଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଖଲ୍ଲିକୋଟ ଠାରେ ରହିଥିବା ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସମ୍ମିଳନୀରେ ସର୍ବସମ୍ମତ୍ତିକ୍ରମେ ଜିଲ୍ଲାର ଦଲିଲ ଲେଖକ ସଂଙ୍ଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଏଥିରେ ମନୋରଞ୍ଜନ ପଟ୍ଟନାୟକ , ଉପସଭାପତି ଭାବରେ ସମ୍ରାଟ କେଶରୀ ମିଶ୍ର , ସମ୍ପାଦକ ଭାବରେ କୈଳାସ ଚନ୍ଦ୍ର ମାଝି , ସହ ସମ୍ପାଦକ ଭାବରେ ବିଭୂଦତ୍ତ ତ୍ରିପାଠୀ , କୋଷାଧ୍ୟକ୍ଷ ବାଳକୃଷ୍ଣ ପଟ୍ଟନାୟକ ,ସହ କୋଷାଧ୍ୟକ୍ଷ ଭାବରେ ଲୁନା କୁମାର ମହାରଣା ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ଭାବରେ ରାମକୃଷ୍ଣ ସାହୁ , ୱାଇ ଏତରାଜୁଲୁ ସ୍ୱାମୀ , ବିଶ୍ୱନାଥ ପଟ୍ଟନାୟକ , ରଜନୀକାନ୍ତ ଜେନା , ସଙ୍ଗଠକ ସମ୍ପାଦକ ମଣ୍ଡଳୀ ଚନ୍ଦ୍ରଶେଖର ପାଣିଗ୍ରାହୀ , ନୀଳାଞ୍ଚଳତ୍ରିପାଠୀ ,ଦିବେନ କୁମାର ପଟ୍ଟନାୟକ , ରବିନ୍ଦ୍ରନାଥ ପଟ୍ଟନାୟକ ଏବଂ ଆଇନ ପରାମର୍ଶଦାତା ମଣ୍ଡଳି ଅମିୟ ଚରଣ ପାଣିଗ୍ରାହୀ ,ସନ୍ତୋଷ କୁମାର ପଟ୍ଟନାୟକ , ଉମେଶ କୁମାର ବିଷୋୟୀ ଓ ରବିନ୍ଦ୍ରନାଥ ପରିଡା ଙ୍କୁ ଚୟନ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିତ ହେଲା ଭିଜିଲାନ୍ସ ସପ୍ତାହ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିତ ହେଲା ଭିଜିଲାନ୍ସ ସପ୍ତାହ

Read More...

କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: