ଜି ମାଧବନ ନାଏର ଙ୍କୁ ମିଳିଲା ହତ୍ୟା ଧମକ

March 30, 2019, ଖେଳ, , Bhagyaprabha News Bureau
ଜି ମାଧବନ ନାଏର ଙ୍କୁ ମିଳିଲା ହତ୍ୟା ଧମକ
Bhagyaprabha News Bureau
March 30, 2019

ପୂର୍ବତନ ଇସ୍ରୋ ମୁଖ୍ୟ ତଥା ବିଜେପି ନେତା ଜି ମାଧବନ ନାଏରଙ୍କୁ ହତ୍ୟା ଧମକ ମିଳିଛି। ପୁଲିସ୍‌ ଏହି ଘଟଣା ପରେ ଏକ ଉଚ୍ଚସ୍ତରୀୟ କମିଟ ଗଠନ କରି ତଦନ୍ତ ଆରମ୍ଭ କରିଛି। ଏକ ଚିଠି ଜରିଆରେ ଥିରୁଭନନ୍ତପୁରମ ଠାରେ ରହୁଥିବା ଜି ମାଧବନଙ୍କୁ ଏଭଳି ଧମକ ମିଳିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏହି ଚିଠିକୁ ଜି ମାଧବନ ହାଲୁକା ଭାବେ ନେଇଥିଲେ। କିନ୍ତୁ ଗୁଇନ୍ଦା ବିଭାଗ ମଧ୍ୟ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବା ପରେ ପୁଲିସ୍‌ ଏହାକୁ ଗୁରୁତ୍ୱର ସହ ନେଇଛି।


୨୦୦୯ରେ ଇସ୍ରୋର ଅଧ୍ୟକ୍ଷ ପଦରୁ ଜି ମାଧବନ ଅବସର ନେଇଥିଲେ।ଏହାପରେ ଗତବର୍ଷ ଅକ୍ଟୋବର ୧ରେ ବିଜେପିରେ ଯୋଗଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିତି ଆୟୋଗ ଉଚ୍ଛେଦ ହେବ- ରାହୁଲ

ନିତି ଆୟୋଗ ଉଚ୍ଛେଦ ହେବ- ରାହୁଲ

Read More...

୧୧୦ କେଜି ସୁନା ଜବତ

୧୧୦ କେଜି ସୁନା ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: