କଳିଙ୍ଗ ବୈଶ୍ଯ ସମାଜର ନୂତନ କର୍ମକର୍ତ୍ତା ଚୟନ

November 20, 2022, ଓଡ଼ିଶା, ଗଞ୍ଜାମ, Kiran Behera
କଳିଙ୍ଗ ବୈଶ୍ଯ ସମାଜର ନୂତନ କର୍ମକର୍ତ୍ତା ଚୟନ
Kiran Behera
[ Reporter,Digapahandi ]
Bhagyaprabha News Bureau
November 20, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ରହିଥିବା କଳିଙ୍ଗ ବୈଶ୍ଯ ସମାଜର ନୂତନ କର୍ମକର୍ତ୍ତା ଚୟନ ଶନିବାର ଅପରାହ୍ନରେ ହୋଇଯାଇଛି । ସମାଜର ପୂର୍ବତନ ସଭାପତି ଏ . ସୋମେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଳିଙ୍ଗ ବୈଶ୍ଯ ଭବନ ଗୃହରେ ଆୟୋଜିତ ବୈଠକରେ ଆଞ୍ଚଳିକ ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ସମାଜର ନୂତନ ସଭାପତି ଭାବେ ପୂର୍ବତନ ନଗରପାଳ ଭି . ରବିନାରାୟଣ ରାଜୁଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ସେହିପରି ସଂପାଦକ ଭାବେ ଭି . ରାମନାଥ ରାଜୁ ଏବଂ କୋଷାଧ୍ୟକ୍ଷ ରୂପେ ଭି . ସନ୍ତୋଷ କୁମାର ରାଜୁଙ୍କୁ ଚୟନ କରାଯାଇଥିଲା । ଏହି ଅବସରରେ ନୂତନ ସଭାପତି ଶ୍ରୀ ରାଜୁ ସମାଜର ଉନ୍ନତି ଓ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱାରୋପ ଦିଆଯିବ ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଗିଙ୍ଗ ଘଟନାକୁ ନେଇ ଗଞ୍ଜାମ ଯୁବ ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ରାଗିଙ୍ଗ ଘଟନାକୁ ନେଇ ଗଞ୍ଜାମ ଯୁବ ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

Read More...

ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ଦିଗପହଣ୍ଡିରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶୋଭାଯାତ୍ରା

ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ଦିଗପହଣ୍ଡିରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶୋଭାଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: