ଦଶମ ପରୀକ୍ଷା ଦେବା ପାଇଁ ବିଦ୍ୟାର୍ଥୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣା

November 26, 2022, ଅପରାଧ, କୋରାପୁଟ, SANJAY KUMAR KANDHAPANI
ଦଶମ ପରୀକ୍ଷା ଦେବା ପାଇଁ ବିଦ୍ୟାର୍ଥୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣା
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
November 26, 2022

କୋରାପୁଟ- ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଯାଉଥିବା ଅଟୋ ରିକ୍ସା ଦୁର୍ଘଟଣା । କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାଲିପାଟା ଗ୍ରାମର କିଛି ଛାତ୍ର ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେବା ନିମନ୍ତେ ଏକ ବାଲିପାଟା ଠାରୁ ନାରାୟଣପାଟଣା ପରୀକ୍ଷା କେନ୍ଦ୍ର ପରୀକ୍ଷା ଦେବା ନିମନ୍ତେ ଆସୁଥିବା ସମୟରେ ମୁଣ୍ଡିଗୁଡ଼ା ଛକ ନିକଟରେ ଅଟୋ ଭାରସାମ୍ୟ ହରାଇ ଓଲଟି ଯାଇଥିବାରୁ ଅଟୋରେ ଥିବା ବିଦ୍ୟାର୍ଥୀଙ୍କୁ ମାଡ଼ ବାଜିଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା କିଛି ବ୍ୟକ୍ତି ଦୁର୍ଘଟଣାସ୍ଥଳ ରୁ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ଧାର କରି ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ।ସେଠାରେ ଛାତ୍ର/ଛାତ୍ରୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିବାରୁ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । କିନ୍ତୁ ଏକ ତିନି ଚକିଆ ଅଟୋ ଗାଡ଼ିରେ କିପରି ଦଶ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଅଟୋ ରିକ୍ସା ନିୟମିତ ଯାତାୟତ କରୁଛି ଏବଂ କାହିଁକି ଏ ଦିଗରେ ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେଉନାହାଁନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଠ ଦଫା ଦାବୀରେ ବନ୍ଧୁଗାଁ ବ୍ଲକର ସିଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡି କର୍ମୀ

ଆଠ ଦଫା ଦାବୀରେ ବନ୍ଧୁଗାଁ ବ୍ଲକର ସିଡ଼ିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଙ୍ଗନବାଡି କର୍ମୀ

Read More...

ବ୍ରହ୍ମପୁର ଠାରେ ଫିଲ୍ମ ଫେଷ୍ଟିଭାଲ ୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର ଠାରେ ଫିଲ୍ମ ଫେଷ୍ଟିଭାଲ ୨୦୨୨ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: