ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ, ରସାନନ୍ଦ ସଭାପତି, ହର ସଂପାଦକ।

March 30, 2019, ରାଜନୀତି, ଗଞ୍ଜାମ, Bhagyaprabha News Bureau
ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ, ରସାନନ୍ଦ ସଭାପତି, ହର ସଂପାଦକ।
Bhagyaprabha News Bureau
March 30, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ନିର୍ବାଚନ ଅଧିକାରୀ ପ୍ରଭାକର ରାଉତଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ, ବରିଷ୍ଠ ଆଇନଜୀବୀ ରସାନନ୍ଦ ରାଉତ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜୟ କୁମାର ପ୍ରଧାନ ଉପସଭାପତି ଏବଂ ହରପ୍ରସାଦ ରଥ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ରାଉତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ହୃଦୟ ରଂଜନ ମେକାପଙ୍କୁ ପରାସ୍ତ କରିଥିବା ବେଳେ ବିଜୟ ନିକଟତମ ପ୍ରତିଦ୍ୱନ୍ଦୀ ଅଶେଷ ନାଥ ମିଶ୍ର ଏବଂ ହରପ୍ରସାଦ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଗିରିଜା ନନ୍ଦନ ମେକାପଙ୍କୁ ପରାସ୍ତ କରିଛନ୍ତି । ପୂର୍ବରୁ ସହସଂପାଦକ ଭାବେ ରବିଚନ୍ଦ୍ର ଗୌଡ଼ ଏବଂ କୋଷାଧ୍ୟକ୍ଷ ଭାବେ ସିମାଞ୍ଚଳ ପ୍ରଧାନ ଅପ୍ରତିଦ୍ଵନ୍ଦୀ ନିର୍ବାଚିତ ହୋଇସାରିଥିବା ବେଳେ ସଂଘର ସାମୁହିକ ବିକାଶ ଦିଗରେ ନବନିର୍ବାଚିତ କର୍ମକର୍ତ୍ତାଗଣ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମରଡା - କରଡ଼ାବଣି ଛକରେ ଦୁର୍ଘଟଣା , ଜଣେ ଗୁରୁତର

ସାମରଡା - କରଡ଼ାବଣି ଛକରେ ଦୁର୍ଘଟଣା , ଜଣେ ଗୁରୁତର

Read More...

ଆଇପିଏଲ: ଆଠ ୱିକେଟରେ ୧୭୭ ରନ ସହ ପଞ୍ଜାବର ବିଜୟ

ଆଇପିଏଲ: ଆଠ ୱିକେଟରେ ୧୭୭ ରନ ସହ ପଞ୍ଜାବର ବିଜୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: