ଜଳେଶ୍ୱରରୁ ଜବତ ହେଲା ୧୨୦ ଗ୍ରାମ ବ୍ରାଉନସୁଗାର ,୩ ଗିରଫ

March 31, 2019, ଅପରାଧ, ବାଲେଶ୍ବର, Bhagyaprabha News Bureau
ଜଳେଶ୍ୱରରୁ ଜବତ ହେଲା  ୧୨୦ ଗ୍ରାମ ବ୍ରାଉନସୁଗାର ,୩ ଗିରଫ
Bhagyaprabha News Bureau
March 31, 2019

ବାଲେଶ୍ୱର ଜିଲା ଜଳେଶ୍ୱରର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ହୋଟେଲ୍‌ ମିର୍ଚି ନିକଟରେ ଗୋଟାଏ ଧଳା ଇଣ୍ଡିଗୋ ସିଏସ୍‌ କାର୍‌ରୁ ୧୨୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଜଗତ୍‌ସିଂହପୁର ଏବଂ ଖୋର୍ଦ୍ଧା ଅଞ୍ଚଳର ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି କାର୍‌ଟି ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅନ୍ତର୍ଗତ ହଂସପାଳ ଅଞ୍ଚଳକୁ ଆସୁଥିଲା । ଏଥିରେ ବ୍ରାଉନ୍‌ସୁଗାର୍‌ ଆସୁଥିବା ସୂଚନା ପାଇ ଭୋର୍‌ ପ୍ରାୟ ୫ଟା ସମୟରେ ଜଳେଶ୍ୱର ଅବକାରୀ ବିଭାଗ ଓ ମୋବାଇଲ୍‌ସ୍କ୍ଵାର୍ଡ ହୋଟେଲ୍‌ ମିର୍ଚି ନିକଟରେ ସେ ଗାଡ଼ିକୁ ଅଟକାଇ ତଲାସ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

Read More...

ଝାରସୁଗୁଡ଼ା ଏୟାରପୋର୍ଟରୁ  ଆରମ୍ଭ ହେବ ବିମାନସେବା

ଝାରସୁଗୁଡ଼ା ଏୟାରପୋର୍ଟରୁ ଆରମ୍ଭ ହେବ ବିମାନସେବା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: