ବିଶ୍ୱବିଦ୍ୟାଳୟ ଅଧ୍ୟାପକ କ୍ୱାଟର ପରିସରରୁ ଅଜଗର ଉଦ୍ଧାର

December 21, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବିଶ୍ୱବିଦ୍ୟାଳୟ ଅଧ୍ୟାପକ କ୍ୱାଟର ପରିସରରୁ ଅଜଗର ଉଦ୍ଧାର
Gouri Shankar Mishra
[ Video Journalist ]
Bhagyaprabha News Bureau
December 21, 2022

ବ୍ରହ୍ମପୁର- ଭଞ୍ଜବିହାର ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ଅଧ୍ୟାପକ କ୍ୱାଟର ପରିସରରୁ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେ କ ହେଲ୍ପ ଲାଇନ । ସୂଚନା ମୁତାବକ କ୍ୱାଟର ନମ୍ବର ବି୬ ପରିସରରେ ଏକ ବିରାଟକାୟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଖବରପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଞ୍ଚି ଦେଖବା ବେଳକୁ ସାପଟି କ୍ୱାଟର ମଧ୍ୟରେ ଥିବା ଏକ ଗଛ ଉପରକୁ ଚଢିଯାଇଥିଲା । ଏହାପରେ ସଦସ୍ୟ ସ୍ୱାଧିନ କୁମାର ସାହୁ କୋଶଳକ୍ରମେ ସାପଟିକୁ ଗଛ ଉପରୁ ତଲକୁ ଆଣି କାବୁ କରିଥିଲେ । ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୬ ଫୁଟ ରହିଥିବା ସ୍ୱାଧିନ କହିଛନ୍ତି । ସେହିପରି ଉଦ୍ଧାର ସାପଟିକୁ ଆଜି ବନ ବିଭାଗର ପରାମର୍ଶକ୍ରମେ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନକଲି ବିଦେଶୀ ମଦ ଦୁଇ ଗାଡି ଜବତ, ତିନି ଗିରଫ

ନକଲି ବିଦେଶୀ ମଦ ଦୁଇ ଗାଡି ଜବତ, ତିନି ଗିରଫ

Read More...

ଉଠାଦୋକାନୀ ମାଲିକଙ୍କୁ ହତ୍ୟା ଉଦ୍ୟମ , ଅଭିଯୁକ୍ତ ଗିରଫ

ଉଠାଦୋକାନୀ ମାଲିକଙ୍କୁ ହତ୍ୟା ଉଦ୍ୟମ , ଅଭିଯୁକ୍ତ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: