ହାଇୱା ଚାପାରେ ନାବାଳକ ମୃତ : ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

January 18, 2023, ଅପରାଧ, ଗଞ୍ଜାମ, Manoj Kumar Sahu
ହାଇୱା ଚାପାରେ ନାବାଳକ ମୃତ : ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
Manoj Kumar Sahu
[ Reporter Hinjilli, Ganjam ]
Bhagyaprabha News Bureau
January 18, 2023

ଗଞ୍ଜାମ ହିଞ୍ଜିଳି ଥାନା ସିକିରି ଗ୍ରାମ ମୁଖ୍ୟ ରାସ୍ତାରେ ଅଘଟଣ । ହାଇୱା ଚାପାରେ ଜଣେ ଶିଶୁର ଚାଲିଯାଇଛି ଜୀବନ । ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ରାସ୍ତାରୋକ । ମିଳିଥିବା ସୂଚନାନୁଯାୟୀ ହିଞ୍ଜିଳି- ତାରାତାରିଣୀ ମୁଖ୍ୟରାସ୍ତା ଅଭିମୁଖେ ହାଇୱା (ଓଡି ୦୭ ଏଡି ୫୮୭୩) ଯାଉଥିବା ସମୟରେ ସିକିରି ଗ୍ରାମର ପ୍ରମୋଦ ଦଳାଇଙ୍କ ପୁଅ ହିମାଶୁଂ ଦଳାଇ ଦୋକାନରୁ କିଛି ସାମଗ୍ରୀ କିଣି ରାସ୍ତା ପାର ହେଉଥିବା ସମୟରେ ହାଇୱା ତାଙ୍କ ଉପରେ ଚଢି ଯାଇଥିଲା ଫଳରେ ଘଟଣା ସ୍ଥଳରେ ହି ୭ ବର୍ଷ ନାବାଳକର ଉଡିଯାଇଥିଲା ପ୍ରାଣବାୟୁ । ଘଟଣା ସ୍ଥଳରେ ମୃତ ଦେହ ରଖି ଗ୍ରାମବାସୀ ରାସ୍ତାରୋକ କରିଥିବା ବେଳେ ଦୂର୍ଘଟଣା ଘଟାଇଥିବା ହାଇୱା ସହ ଡ୍ରାଇଭରଙ୍କୁ ଅଟକ ରଖିଛନ୍ତି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଠିକ ସମୟରେ ରକ୍ତଦାନ କରି ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ପ୍ରଣିତାଂସୁ

ଠିକ ସମୟରେ ରକ୍ତଦାନ କରି ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ପ୍ରଣିତାଂସୁ

Read More...

ଶହେ କିଲୋ ଗଞ୍ଜେଇ ଜବତ, କାର ସହ ଜଣେ ଗିରଫ

ଶହେ କିଲୋ ଗଞ୍ଜେଇ ଜବତ, କାର ସହ ଜଣେ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: