ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

January 21, 2023, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Santosh Kumar Mishra
[ Special Correspondent ]
Bhagyaprabha News Bureau
January 21, 2023

ଦେଶରେ ଜେହାଦୀ ଗତିବିଧି ଉପରେ ରୋକ ଲଗାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଛି । ସୂଚନା ମୁତାବକ କିଛି ବର୍ଷ ହେବ ଦେଶରେ ଜେହାଦୀ ମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଯୋଜନା ପୂର୍ଵକ ପଥର ଆକ୍ରମଣ ମଧ୍ୟ କରାଯାଉଛି । ଗତ ୮ ତାରିଖରେ ଆସାମର ଲୋବିରପୁରା ଠାରେ ଜଣେ ୧୬ବର୍ଷର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯେଉଁଥିପାଇଁ ଦେଶର ଅନେକ ସ୍ଥାନରେ କର୍ଫ୍ୟୁ ଲାଗିବା ସହ ଉତ୍ତେଜନା ଲାଗିରହିଛି । ଖାଲି ଏତିକି ନୁହଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବେ ବେଧଡ଼କ ଗୋ ଚାଲାଣ ମଧ୍ୟ ବୃଦ୍ଧି ପାଇଛି ଏଣୁ ଏ ସବୁ ଉପରେ ରୋକ ଲଗାଇବା ସହ କାର୍ଯ୍ୟନୁଷ୍ଠାନ ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବଜରଙ୍ଗ ଦଳ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ମୃତ ୧୫ ରୁ ଉର୍ଦ୍ଧ ଗୁରୁତର

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ମୃତ ୧୫ ରୁ ଉର୍ଦ୍ଧ ଗୁରୁତର

Read More...

ବୁଦ୍ଧଙ୍କ ମାନବିକତା ,ଧର୍ମ ଓ ଧର୍ମନିରପେକ୍ଷର ଦାର୍ଶନିକ ସମନ୍ଵୟ ସଂପର୍କୀତ ଜାତୀୟ କର୍ମଶାଳା

ବୁଦ୍ଧଙ୍କ ମାନବିକତା ,ଧର୍ମ ଓ ଧର୍ମନିରପେକ୍ଷର ଦାର୍ଶନିକ ସମନ୍ଵୟ ସଂପର୍କୀତ ଜାତୀୟ କର୍ମଶାଳା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: