ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗଦେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ

February 05, 2023, ଓଡ଼ିଶା, ଗଞ୍ଜାମ, Kiran Behera
ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗଦେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ
Kiran Behera
[ Reporter,Digapahandi ]
Bhagyaprabha News Bureau
February 05, 2023

ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ବୋରିପଦର - ମଧୂବନ ଗ୍ରାମରେ ଲୋକନାଥେଶ୍ବର ଶୈବପୀଠ ପ୍ରାଙ୍ଗଣରେ ସପ୍ତଦିନ ବ୍ଯାପି ଚାଲିଥିବା ବିଶ୍ଵଶାନ୍ତି ଶ୍ରୀ ବିଷ୍ଣୁ ପଞ୍ଚାୟତନ ପାଞ୍ଚ ମହାଯଜ୍ଞ ରବିବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ସମେତ ବହୁ ଛାମୁ ନେତା ଯଜ୍ଞରେ ଯୋଗଦେଇ ପ୍ରଭୂଙ୍କ ଚରଣରେ ଆର୍ଶୀବାଦ ମାଗିବା ସହ ଦିଗପହଣ୍ଡି ବ୍ଳକର ସମସ୍ତ ଜନ ସାଧାରଣଙ୍କ ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ଼ଙ୍କ ଉପସ୍ଥିତିରେ ଉକ୍ତ ପଞ୍ଚାୟତ ଯୁବ ନେତା ସିଲେଶ୍ୱର୍ ଗୌଡ଼ , ପୂର୍ବତନ ସରପଞ୍ଚ ସଂଘ ସଭାପତି କେ ହରିବନ୍ଧୁ ରେଡ୍ଡୀ ,ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , କଇଠଡା ସରପଞ୍ଚ ଦେବହରି ଗୌଡ଼, ବମକୋଇ ପୂର୍ବତନ ସରପଞ୍ଚ ଭଗବାନ ବାଡାତ୍ୟା , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ୱାଇଁ , ଦିଗପହଣ୍ଡି ସେବା ସମବାୟ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ଖମ୍ବାରୀଗାଁ ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର , ବରିଷ୍ଠ କର୍ମୀ ସମ୍ଭୁନାଥ ପଣ୍ଡା , ଯୁବ ନେତା ମନୋଜ କୁମାର ସାହୁ, ଗୋକର୍ଣ୍ଣପୁର ପୂର୍ବତନ ସରପଞ୍ଚ ଅସିତ୍ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରସିଦ୍ଧ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ

ପ୍ରସିଦ୍ଧ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ

Read More...

ଦିଗପହଣ୍ଡିରେ ପାଣି ପଞ୍ଚାୟତ ରଥକୁ ସମ୍ବର୍ଦ୍ଧନା

ଦିଗପହଣ୍ଡିରେ ପାଣି ପଞ୍ଚାୟତ ରଥକୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: