ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ପୁରସ୍କାର ପାଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ

February 13, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ପୁରସ୍କାର ପାଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ
Gouri Shankar Mishra
[ Video Journalist ]
Bhagyaprabha News Bureau
February 13, 2023

ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ପୁରସ୍କାର ପାଇଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଫେୃୟାରୀ ୧୧ରେ ହାଇଦ୍ରାବାଦର ବେଣୁପତି ଶ୍ରୀରାମୂଳ ତେଲଗୁ ବିଶ୍ଵବିଦ୍ୟାଳୟ ରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନ ଜନକ ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ପୁରସ୍କାର ଦିଆଯାଇଛି। ନିଜ ଜନ୍ମ ମାଟି ସୋରଡ଼ା ଓ କର୍ମଭୂମି ବ୍ରହ୍ମପୁର ସହ ଅନେକ ସ୍ଥାନରୁ ଶୁଭେଛା ସୁଅ ଛୁଟିଛି । ବିଭିନ୍ନ ସମୟରେ ବାଲୁକା କଳା ମାଧ୍ୟମରେ ସଚେତନ କରିବା। ବିଶ୍ଵ ର ସବୁଠୁ ଛୋଟ ଦେବା ଦେବୀ ମୂର୍ତ୍ତି ଗଣେଶ, ଦୁର୍ଗା, କାଳୀ, ଜଗନ୍ନାଥ, ଲକ୍ଷ୍ମୀ, ସରସ୍ଵତୀ, ରାମ, କୃଷ୍ଣ, ବୁଦ୍ଧ ଏହିଭଳି ଅନେକ କଳାକୃତି ନିର୍ମାଣ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ମୁମ୍ବାଇ, ଦିଲ୍ଲୀ, ବେଙ୍ଗଲୋର ଅନେକ ସ୍ଥାନରୁ ଜାତୀୟ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍କଳ ବିଶ୍ୱବିଦ୍ୟାଳୟ ଘଟଣାକୁ ଗଞ୍ଜାମ ଛାତ୍ର ବିଜେଡିର ବିରୋଧ

ଉତ୍କଳ ବିଶ୍ୱବିଦ୍ୟାଳୟ ଘଟଣାକୁ ଗଞ୍ଜାମ ଛାତ୍ର ବିଜେଡିର ବିରୋଧ

Read More...

ବଡ଼ ବଜାର ଖଲାସି ସଙ୍ଘର ୩୮ ତମ ବାର୍ଷିକ ଉତ୍ସବ

ବଡ଼ ବଜାର ଖଲାସି ସଙ୍ଘର ୩୮ ତମ ବାର୍ଷିକ ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: