କ୍ରାନ୍ତିକାରୀ ମହିଳା ସଂଗଠନର ପ୍ରଥମ ଜିଲ୍ଲା ସମ୍ମିଳନୀ

February 23, 2023, ରାଜନୀତି, ଗଞ୍ଜାମ, Swadhina Kumar Sahu
କ୍ରାନ୍ତିକାରୀ ମହିଳା ସଂଗଠନର ପ୍ରଥମ ଜିଲ୍ଲା ସମ୍ମିଳନୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 23, 2023

ବ୍ରହ୍ମପୁର- ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ (AIRWO) ପ୍ରଥମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମପୁର ସି. ଟି ଅଫିସ ସମ୍ମୁଖରୁ ଶୋଭାଯାତ୍ରା ବାହାରି ସି.ପି.ଆଇ (ଏମ୍ ଏଲ୍) ରେଡଷ୍ଟାର ଜିଲ୍ଲା କାର୍ଯ୍ୟାଳୟ ଠାରେ ପ୍ରତିନିଧି ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକର ମହିଳା ନେତୃତ୍ୱକାରୀ ପ୍ରତିନିଧି ଯୋଗ ଦେଇଥିଲେ। ପ୍ରଥମେ କମ୍ରେଡ ଶର୍ମିଷ୍ଠାଙ୍କ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ସର୍ବଭାରତୀୟ ସଭାନେତ୍ରୀ ପ୍ରମିଳା, ନବ ନିର୍ବାଚିତ ଜିଲ୍ଲା ସମ୍ପାଦିକା ପି ପାର୍ବତୀ, ଜିଲ୍ଲା ସଭାନେତ୍ରୀ ଛବି ଦାଶ, ଉପ ସଭାନେତ୍ରୀ ହାର ନାହକ, ଯୁଗ୍ମ ସମ୍ପାଦିକା ବନିତା କୁମାରୀ ଦାଶ, କୋଷାଧ୍ୟକ୍ଷ ଶୈଳ ବେହେରା ଆଦି କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ବିଚିତ ହୋଇଛନ୍ତି। ୧୫ ଜଣିଆ ଜିଲ୍ଲା କମିଟି ଗଠନ ହୋଇଛି। ଆସନ୍ତା ୨୫ ତାରିଖ ରାଜ୍ୟ ସମ୍ମିଳନୀ ଭୂବନେଶ୍ବର ଠାରେ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୭,୮ରେ ୫ମ ସର୍ବଭାରତୀୟ ସମ୍ମିଳନୀ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବ। ଜିଲ୍ଲାର ନାରୀ ନିର୍ଯାତନା, ମଦର ବିଭିଷିକା, କୁସଂସ୍କାର, ଅନ୍ଧବିଶ୍ୱାସ, ଯୈ।ତୁକ ପ୍ରଥା, ଜାତିପ୍ରଥା କୁ ରୋକିବା ପାଇଁ ପୁରୁଷ ତାନ୍ତ୍ରିକ ବ୍ୟବସ୍ଥା ସହ ଅହରହ ସଂଘର୍ଷ କରିବା ସହ ଏହାର ପୃଷ୍ଠପୋଷକ ସାଜିଥିବା ଫାସିବାଦୀ ଶକ୍ତି ଓ ମନୁବାଦ ବ୍ୟବସ୍ଥା କୁ ପ୍ରତିରୋଧ କରିବା ପାଇଁ ମହିଳା ଏକତା ଓ ସଂଘର୍ଷ କୁ ଉଜାଗର କରିବା ପାଇଁ ଆହ୍ବାନ ଦେଇଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ କାର୍ଯ୍ୟରେ ଅଗ୍ରଗତି, କେତେକ ଟ୍ରେନ ବାତିଲ୍, ଆଂଶିକ ବାତିଲ୍

ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ କାର୍ଯ୍ୟରେ ଅଗ୍ରଗତି, କେତେକ ଟ୍ରେନ ବାତିଲ୍, ଆଂଶିକ ବାତିଲ୍

Read More...

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: