ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା, ପାଟକୁରାରୁ ଲଢିବେ ବିଜୟ ମହାପାତ୍ର

April 01, 2019, ରାଜନୀତି, , Bhagyaprabha News Bureau
 ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା, ପାଟକୁରାରୁ ଲଢିବେ ବିଜୟ ମହାପାତ୍ର
Bhagyaprabha News Bureau
April 01, 2019

ଆଜି ବିଜେପି ତରଫରୁ ୧୧ ଟି ବିଧାନସଭା ଲାଗି ୩ ଟି ଲୋକସଭା ଆସନ ପାଇଁ ପାର୍ଥୀ ତାଲିକା ଘୋଷଣା କର।ଯ।ଇଛି । ଲୋକସଭା ପ୍ରାର୍ଥୀ ହେଲେ ଭଦ୍ରକରୁ ଅଭିମନ୍ୟୁ ସେଠୀ ,ମୟୂରଭଞ୍ଜରୁ ବିଣେଶ୍ୱର ଟୁଡୁ ଓ ଯାଜପୁରରୁ ଅମିୟ ମଲ୍ଲିକ ।


ବିଧାନସଭା:


ଭୁବନେଶ୍ୱର ଉତ୍ତର: ଅପରାଜିତା ମହାନ୍ତି


ପାଟକୁରା: ବିଜୟ ମହାପାତ୍ର


ଆନନ୍ଦପୁର: ଆଲୋକ ସେଠୀ


ମୋରଡ଼ା: ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର


ନୀଳଗିରି: ସୁକାନ୍ତ ନାୟକ


ଆଠଗଡ଼: ବ୍ରଜେନ୍ଦ୍ର ରାୟ


ପୁରୀ: ଜୟନ୍ତ ଷଡ଼ଙ୍ଗୀ


ରାଇରଙ୍ଗପୁର: ନବଚରଣ ମାଝୀ


ଆଠମଲ୍ଲିକ: ଭାଗୀରଥୀ ପ୍ରଧାନ


ବାଙ୍କୀ: ଶୁଭ୍ରାଂସୁ ଶେଖର ପାଢ଼ୀ


ମହାକାଳପଡ଼ା: ବିଜୟ ପ୍ରଧାନ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତାକାଲି ଓଡିଶା ଆସିବେ ମାୟାବତୀ

ଆସନ୍ତାକାଲି ଓଡିଶା ଆସିବେ ମାୟାବତୀ

Read More...

ଓଡିଶା ଗ୍ରସ୍ତରେ ଅମିତ ଶାହା

ଓଡିଶା ଗ୍ରସ୍ତରେ ଅମିତ ଶାହା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: