ପଞ୍ଚାୟତରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ

April 22, 2023, ସ୍ବାସ୍ଥ୍ୟ, କୋରାପୁଟ, SANJAY KUMAR KANDHAPANI
ପଞ୍ଚାୟତରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
April 22, 2023

କୋରାପୁଟ ଜିଲ୍ଲା ମାଓ ଅଧୁଷିତ ବନ୍ଧୁଗାଁ ବ୍ଲକର ଗାରିଡ଼ି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ସହ କର୍ମୀ ମାନଙ୍କୁ ନେଇ ଟିକି ମାଉସୀଙ୍କ ଅଧ୍ୟକ୍ଷତାରେ ଅକ୍ଷୟ ତୃତୀୟା ଉପଲକ୍ଷେ ବାଲ୍ୟା ବିବାହ ନକରିବା ପାଇଁ ସଚେତନତା କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଗାରିଡ଼ି ପଞ୍ଚାୟତ ସରପଞ୍ଚ ମାତି ମାଡ଼ିଙ୍ଗି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୱ।ର୍ଡ଼଼ ସଦସ୍ୟ ମାନେ ଯୋଗ ଦେଇଥିଲେ । ପ୍ରଥମେ ଗ୍ରାମରେ ବାଲ୍ୟ ବିବାହ ନ କରିବା ପାଇଁ ଶପଥ ପାଠ ପରେ ବିଭିନ୍ନ ଗ୍ରାମ ପରିକ୍ରମା କରି ବାଲ୍ୟ ବିବାହ ଆମ ସମାଜରେ ଉଚ୍ଛେଦ କରିବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ଯେଉଁମାନେ ସଂପୃକ୍ତ ହେଲେ ସରକାରଙ୍କ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲୋକଙ୍କୁ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ସହ କର୍ମୀ ମାନେ ବୁଝାଇଥିଲେ।ଏହି ସମୟରେ ଅଙ୍ଗନବାଡ଼ି କର୍ମୀ ଭବାନୀ ବିଡ଼ିକା, ଗେଲୋ ଦେଇ ସାହୁ, ମମତା ବିଡ଼ିକା, ମଦନ୍ନା ଖରା, ଗୌରୀ ନିସିକା ଙ୍କ ସହିତ ବହୁ ମହିଳା ମାନେ ଉପସ୍ଥିତ ରହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଭଜନ ମାଁ'ଲୋ ବୁଢ଼ୀ ଠାକୁରାଣୀ ଉନ୍ମୋଚିତ

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଭଜନ ମାଁ'ଲୋ ବୁଢ଼ୀ ଠାକୁରାଣୀ ଉନ୍ମୋଚିତ

Read More...

ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ ଶିବିର

ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ ଶିବିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: