ଦୁର୍ଘଟଣା ପରେ ରାଜ୍ୟର ପ୍ରମୁଖ ରେଳଷ୍ଟେସନରେ ଖୋଲିଲା ହେଲପ୍ ଡେସ୍କ...

June 02, 2023, ବିଶେଷ, ବାଲେଶ୍ବର, BHAGYAPRABHA NEWS
ଦୁର୍ଘଟଣା ପରେ ରାଜ୍ୟର ପ୍ରମୁଖ ରେଳଷ୍ଟେସନରେ ଖୋଲିଲା ହେଲପ୍ ଡେସ୍କ...
BHAGYAPRABHA NEWS
[ INPUT ]
Bhagyaprabha News Bureau
June 02, 2023

ଭୁବନେଶ୍ୱର- ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଘଟିଯାଇଛି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବହୁ ଯାତ୍ରୀ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତ୍ତର ଆହାତ ହୋଇଛନ୍ତି । ଆହାତଙ୍କ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଶୁକ୍ରବାର ସଂନ୍ଦ୍ୟାରେ ମାଲବାହୀ ଟ୍ରେନ୍ ଉପରେ ଚଢ଼ିଯାଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଯେଉଁଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଇଛି । ଏହି ଘଟଣା ପରେ ରେଳ ବିଭାଗ ପକ୍ଷରୁ ରାଜ୍ୟର ଭୁବନେଶ୍ୱର ,କଟକ ସମେତ ପ୍ରମୁଖ ରେଳଷ୍ଟେସନରେ ଦୁର୍ଘଟଣା ସଂପର୍କିତ ହେଲପ୍ ଲାଇନ୍ ପାଇଂ ରେଳବିଭାଗ ପକ୍ଷରୁ ହେଲପ୍ ଡେସ୍କ ଖୋଳାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରମଣ୍ଡଳ ଓ ଯଶୱନ୍ତପୁର-ହାୱଡ଼ା ଦୁଇ ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା , ଉଦ୍ଧାର କାର୍ଯ୍ୟରେ ଏନ୍.ଡି.ଆର୍.ଏଫ୍ , ଓଡରାଫ୍ ଟିମ୍ ଓ ଅଗ୍ନିଶମ ସମେତ ୬୦ ଟି ଆମ୍ୱୁଲେନ୍ସ

କରମଣ୍ଡଳ ଓ ଯଶୱନ୍ତପୁର-ହାୱଡ଼ା ଦୁଇ ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା , ଉଦ୍ଧାର କାର୍ଯ୍ୟରେ ଏନ୍.ଡି.ଆର୍.ଏଫ୍ , ଓଡରାଫ୍ ଟିମ୍ ଓ ଅଗ୍ନିଶମ ସମେତ ୬୦ ଟି ଆମ୍ୱୁଲେନ୍ସ

Read More...

ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା – ବହୁ ଯାତ୍ରୀ ମୃତ , ଗୁରୁତ୍ତରଙ୍କ ଚିକିତ୍ସା ଆରମ୍ଭ

ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା – ବହୁ ଯାତ୍ରୀ ମୃତ , ଗୁରୁତ୍ତରଙ୍କ ଚିକିତ୍ସା ଆରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: