ଆଜି ୨ଟି ଲୋକସଭା ଆସନ ପାଇଁ ବିଜେଡି ଘୋଷଣା କରିବ ପାର୍ଥୀ ତାଲିକା !

April 02, 2019, ରାଜନୀତି, , Bhagyaprabha News Bureau
ଆଜି ୨ଟି ଲୋକସଭା ଆସନ ପାଇଁ ବିଜେଡି ଘୋଷଣା କରିବ ପାର୍ଥୀ ତାଲିକା !
Bhagyaprabha News Bureau
April 02, 2019

ଆଜି ବିଜେଡି ଅବଶିଷ୍ଟ ଆସନ ପାଇଁ ଘଓଷଣା କରିପାରେ ପାର୍ଥୀ ତାଲିକା । ଏଥିରେ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନପାଇଁ ପାର୍ଥୀ ଚୂଡାନ୍ତ କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ । ଏହା ପୁର୍ବରୁ ୧୯ଟି ଲୋକସଭା ଓ ୧୩୭ ଟି ବିଧାନସଭା ଆସନପାଇଁ ପାର୍ଥୀ ଘଓଷଣା କରିସାରିଛି ବିଜୁ ଜନତା ଦଳ । ବାକି ଥିବା ଦୁଇଟି ଲୋକସଭା ଆସନ ହେଲା ଢେଙ୍କାନାଳ ଓ କେନ୍ଦୁଝର , ବିଧାନସଭା ଆସନ ହେଲା କେନ୍ଦ୍ରାପଡା, ଖଣ୍ଡପଡା, କୋରେଇ, ଯାଜପୁର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତର, ଆଠମଲ୍ଲିକ, ଚମ୍ପୁଆ, ପାଲଲହଡା ଓ ବାରିପଦା ଏହି ସବୁ ଆସନ ପାଇଁ ପାର୍ଥୀ ଘଓଷଣଆ କରିନାହିଁ ବିଜେଡି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନୀ ହିସାଂ

ନିର୍ବାଚନୀ ହିସାଂ

Read More...

ଏସିୟାନ ସୁଟିଂରେ ଭାରତର ସଫଳତା

ଏସିୟାନ ସୁଟିଂରେ ଭାରତର ସଫଳତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: