ଭୁଲ ଔଷଧରୁ ଅସୁସ୍ଥ ଶିଶୁର ଦୁଇ ମାସ ପରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଅଭିଯୋଗ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

June 06, 2023, ସ୍ବାସ୍ଥ୍ୟ, ଗଜପତି, Rasmi Ranjan Sahu
ଭୁଲ ଔଷଧରୁ ଅସୁସ୍ଥ ଶିଶୁର ଦୁଇ ମାସ ପରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଅଭିଯୋଗ, ରାସ୍ତା ଅବରୋଧ କଲେ ଗ୍ରାମବାସୀ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
June 06, 2023

ଗଜପତି - ଭୁଲ ଔଷଧରୁ ଅସୁସ୍ଥ ଶିଶୁର ଦୁଇ ମାସ ପରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ, ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମରେ ରାସ୍ତାରୋକ ।ଗତ ଏପ୍ରିଲ ୭ ତାରିଖରେ ଏକ୍ସପାୟର ଔଷଧ ଦେବା ଫଳରେ ୧୧ ମାସର ଶିଶୁ ଗୁରୁତର ହୋଇ ପଡ଼ିଥିଲା । ମେଡିକାଲ ରେ ହଟଗୋଳ ପରେ ଗତ ୨୩ ମେ ମାସରେ ଏନେଇ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ ହୋଇଥିଲା । କଟକ ଶିଶୁ ଭବନରେ ଚିକିତ୍ସା ସମୟରେ ଦିର୍ଘ ଦୁଇମାସ ପରେ ଚିକିତ୍ସା ଅବସ୍ଥାରେ ଗତକାଲି ପ୍ରାଣତ୍ୟାଗ କରିବା ଫଳରେ , ତାର ପ୍ରତିବାଦ କରି ଶିଶୁର ଶବ ରଖି ଯାଜପୁର ଗ୍ରାମରେ ଆଜି ସକାଳୁ 7ଘଣ୍ଟା ସମୟ ଠାରୁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ, ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।ଅନ୍ୟପଟେ ଏ ନେଇ ସ୍ୱାସ୍ଥବିଭାଗର କିମ୍ୱା ସ୍ଥାନୀୟ କୌଣସି ଅଧିକାରୀଙ୍କ ପ୍ରତିକ୍ରିଯା ମିଳିପାରିନାହିଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରୀଷ୍ମପ୍ରବାହ  ସମୟରେ ରକ୍ତର ଅଭାବ ପୂରଣ ପାଇଁ ଗଣମାଧ୍ୟମର  ଭୂମିକା ଗୁରୁତ୍ୱପୂର୍ଣ୍ଣ -ଦକ୍ଷିଣାଞ୍ଚଳ ଆଇଜି

ଗ୍ରୀଷ୍ମପ୍ରବାହ ସମୟରେ ରକ୍ତର ଅଭାବ ପୂରଣ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ -ଦକ୍ଷିଣାଞ୍ଚଳ ଆଇଜି

Read More...

ଜିଲ୍ଲାସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ  ଶିବିର ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: