ଗଜପତି : ବାଇକ୍ ରୁ ଜବତ ହେଲା ଗଞ୍ଜେଇ....

June 14, 2023, ଅପରାଧ, ଗଜପତି, Rasmi Ranjan Sahu
ଗଜପତି : ବାଇକ୍ ରୁ ଜବତ ହେଲା ଗଞ୍ଜେଇ....
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
June 14, 2023

ପାରଳାଖେମୁଣ୍ଡି TDCC ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ବାଇକରେ ସିଟ୍ ଭିତରେ ରହିଥିବା ଗଞ୍ଜେଇ ପୁଡିଆକୁ ଜବତ କରିଛି ପାରଳାଖେମୁଣ୍ଡି ଅବକାରୀ ବିଭାଗ, ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀମାନେ ଟିଡିସିସି ପରିସରରେ ଛାନବିନ୍ କରିଥିଲେ, ସେହି ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ବାଇକରେ ଗଞ୍ଜେଇ ଗଛିତ ଥିବା ଜାଣି ପାରି , କିଛି ଗଞ୍ଜେଇ ପୁଡିଆକୁ ଜବତ କରିବା ସହ ବାଇକ୍ ମାଲିକ ତଥା ପେଟ୍ରୋଲ ପମ୍ପ କର୍ମଚାରୀକୁ ଅଟକ ରଖି ପଚରାଉଚରା କରୁଛି। କେଉଁ ଉଦ୍ଦେଶ୍ୟରେ ଗଞ୍ଜେଇ ବାଇକରେ ଲୁଚାଇ ରଖାଯାଇଥିଲା ତାହା ଜଣାପଡ଼ି ନାହିଁ। ବାହାର ଜିଲ୍ଲାରୁ ଆସି ଏଠି ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବାରୁ କର୍ମଚାରୀଙ୍କ ଭୂମିକାକୁ ନେଇ ତଦନ୍ତ କରୁଛି ଅବକାରୀ ବିଭାଗ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ

ଭାରତୀୟ ଜନତା ମହିଳା ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ "ପହିଲି ରଜ" ଉତ୍ସବ ପାଳନ

Read More...

ଝାଡଖଣ୍ଡ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ..

ଝାଡଖଣ୍ଡ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ..

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: