ଭାରତରତ୍ନ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

June 24, 2023, ଓଡ଼ିଶା, ଗଞ୍ଜାମ, Kiran Behera
ଭାରତରତ୍ନ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
Kiran Behera
[ Reporter,Digapahandi ]
Bhagyaprabha News Bureau
June 24, 2023

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଆସିକା ରୋଡ ସ୍ଥିତ ଗଞ୍ଜାମ ଜିଲ୍ଲା ଆମ୍ବେଦକର ମୋଚି କୁଳ ମହାସଂଘ କାର୍ଯ୍ଯାଳୟ ପରିସରରେ ଶୁକ୍ରବାର ଦିନ ସ୍ଥାପିତ ଭାରତରତ୍ନ ଡ.ଭୀମରାଓ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଓକିଲ ସଂଘ ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହରପ୍ରସାଦ ରଥ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେେ । ଡ.ଆମ୍ବେଦକରଙ୍କ ଆଦର୍ଶକୁ ଗ୍ରହଣ କରି ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।ଏଥିରେ ସଂଘର ସଭାପତି ଆର୍ .ଲୋକନାଥ , ସମ୍ପାଦକ ଏସ୍ .ପ୍ରହଲ୍ଲାଦ , ଡି .ବାବୁ , ଏସ୍ .ସେନବାବୁ , ଆର୍ . ମୋହନ , ଆର୍. ଲାଚ୍ଛା , ଆର୍ .ରାଜୁ , ଡି.ବାବୁଲା , ଏମ୍ .ଯୁଦ୍ଧିଷ୍ଠିର , ଏନ୍ .ଶରତ, ଏନ୍. ରାଜେଶ , ଏନ୍.ତ୍ରିନାଥ , ଜି.ଆପନା , କେ.ଲାଛିକା ଏବଂ ଏନ୍.ବାବୁଲା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

Read More...

ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ- ଗଜପତି ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ- ଗଜପତି ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: